ଦୁର୍ନିତି ରାଜ୍ୟଖବର

ଅର୍ଚ୍ଚନା ଘଟଣାର ମହାପ୍ରଭାବ; ଦୁଗ୍ଧ ମହାସଂଘ ନିର୍ବାଚନରେ ହାରିଲେ ବିଜେଡି ପ୍ରାର୍ଥୀ,ଜିତିଲା ବିଜେପି!!

Spread the love

କଟକଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ରାଜ୍ୟରେ ଶାସ କ ବିଜେଡିଦଳ ନବୀନଙ୍କ ନାଆଁରେ ନିର୍ବାଚନ ବୈତରଣୀ ପାରିହୋଇ ଆସୁଥିବା ବେଳେ ସ ଦ୍ୟ ଅର୍ଚ୍ଚନାଙ୍କ ନାଗଫାଶରେ ଛନ୍ଦିହୋଇ ଶାସ କ ବିଜେଡିଦଳ କାଉଲ୍ ବାଉଲ୍ ହେଉଛି।ଏଭଳି ସ୍ଥିତିରେ ସଦ୍ୟ ଅନୁଷ୍ଠିତ ଓମ୍ଫେଡ୍ ଦୁଗ୍ଧ ଉତ୍ପାଦକ ମହାସଂଘ ନିର୍ବାଚନରେ ବିଜେଡ଼ିର ଜଣେ ହେଭି ୱେଟ ନେତ୍ରୀ ପୂର୍ବତନ ଓମ୍ଫେଡ ଅଧ୍ୟକ୍ଷା,ପୂର୍ବତ ନ ଜିଲ୍ଲା ପରିଷଦ ସଦସ୍ୟା,ଓ ପୂର୍ବତନ ସମିତି ସଦସ୍ୟ୍ୟା ସରୋଜିନୀ ମିଶ୍ର ଆଜି ଓମ୍ଫେଡ ସଦ ସ୍ୟା ନିର୍ବାଚନରେ ୬୩ଖଣ୍ଡ ଭୋଟରେ ବିଜେପି ସମର୍ଥିତ ପ୍ରାର୍ଥୀ ପବିତ୍ର ରାଉତରାୟଙ୍କ ଠାରୁ ହା ରି ଯାଇଛନ୍ତି।ଏହା ତାଙ୍କର ଦ୍ଵିତୀୟବାର ସିଧା ସଳଖ ନିର୍ବାଚନରେ ପରାଜୟ ବରଣ ହୋଇ ଥି ବା ସ୍ଥଳେ ଜିଲ୍ଲା ପରିଷଦ ସଦସ୍ୟା ଭାବେ ନିର୍ବା ଚନ ଜିଣି ମଧ୍ୟ ଅଧ୍ୟକ୍ଷା ହେବାରୁ ପୂର୍ବରୁ ବଞ୍ଚିତ ହୋଇଥିଲେ।ଶାସକଦଳ ଏହା ଆଗରୁ ତାଙ୍କୁ ଓମଫେଡ୍ ଅଧ୍ୟକ୍ଷା ଭାବେ ଅବସ୍ଥାପିତ କରିଥି ଲା।ମାତ୍ର ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଓମ୍ଫେଡ଼ର ଜରିକିଣା ବାବଦରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରି ଥିଲା।ଏଣୁ ସଦସ୍ୟା ଭାବେ ନିର୍ବାଚନ ହାରିବାରୁ ତାଙ୍କର ଅଧକ୍ଷା ହେବା ଆଶାରେ ଭଟ୍ଟା ପଡିଛି।ଅବଶ୍ୟ ଗତ ପଞ୍ଚାୟତସମିତି ନିର୍ବାଚନରେ କଣ୍ଟାପଡ଼ା ଆସନକୁ ବିଜେଡି ହାତରୁ ବିଜେପି ଛଡ଼ାଇ ନେଇ ଅକ୍ତିଆର୍ କରି ସାରିଛି,ଯାହା ଫଳରେ ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକଙ୍କ ଏହି ବ୍ଲକରେ ମୁକ୍ତ ବିଚରଣ ଅନେକାଂ ଶରେ ବାଧାପ୍ରାପ୍ତ ହୋଇଛି।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]