breaking News ଜିଲ୍ଲାଖବର ରାଜ୍ୟଖବର

କଟକ(ଟାଂଗୀ):ଟାଂଗୀ ଥାନା ମଂଗୁଳି ଛକ ନିକଟରେ ଗତରାତିରେ ଏକ ଜୁଆ ଆଡା ଉପରେ ପୁଲିସ ଚଢାଉ ବେଳେ ପୁଲିସ ସହ ଖଣ୍ଡଯୁଦ୍ଧ!:୨୦ଜଣ ଗିରଫ#୬ଲକ୍ଷ ୩୮ହଜାର୨୯୦ଟଂକା, ଗୋଟିଏ କାର୍No.OD-02-AR-9393,୧୨ଟି ଦୁଇଚକିଆଯାନ,୨୧ଟି ମୋବାଇଲଫୋନ୍,୧ବିଛଣା ଜବତ#ଟାଂଗି ଥାନା କେଶ୍ ନଂ.୪୮/୬.୩.୨୦୨୦IPCଦଫା294,353,506/34 ରେ ମାମଲାରୁଜୁ#ରାଣିହାଟର କ୍ରୁଷ୍ଣଚନ୍ଦ୍ର ସାହୁକଂ ମଂଗୁଳି ଛକରେ ଥିବା ଘରକୁ ଭଡାରେ ରାଣୀହାଟର ଓ.କ୍ରୀଷ୍ଣାରାଓ ନାମକ ବ୍ୟକ୍ତି ନେଇଥିଲେ#୧୦ଦିନ ହେଲାଣି ଏପରି କାର୍ଯ୍ୟ ଚାଲିଥିବା ପୁଲିସ କହିଛି # ଚଢାଉର ନେତ୍ରୁତ୍ୱ ଅତିରିକ୍ତ ଏସ୍.ପି ପ୍ରଦ୍ୟୁମ୍ନ କୁମାର ଜେନା,ପ୍ରଶାନ୍ତ କୁମାର ମଲ୍ଲ,ଏସ.ଡି.ପି.ଓ ଚୌଦ୍ୱାର,ଟାଂଗୀଥାନା ନିରୀକ୍ଷକ ପଦାରବିନ୍ଦ ତ୍ରିପାଠୀ ନେଇଥିବା ବେଳେ ଅମର ନାଥ ପ୍ରଧାନ ଏ.ଏସ୍ ଆଇ,ହାବିଲଦାର ଚିତ୍ରସେନ ବିଶ୍ୱାଳ,ଗିରୀଶ ଚନ୍ଦ୍ର ଦଳାଇ,ଜେ.ଆର ମଲ୍ଲିକ,ଜି.କେ ଦାସ, ହୋମଗାର୍ଡ ଡି.ମଲ୍ଲିକ ଜୁନିଅର ହୋମଗାର୍ଡ ୱାଇ.ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ#ଜିଲ୍ଲା ପୁଲିସର ଏହାଏକ ବଡ ସଫଳତା ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Spread the love
Raid coducted by District Police on a illegal lottery at Manguli Chhak dt 6.3.2020 at night. (Satyanusandhana News)

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]