
କାହାର ଏ ରାଜପ୍ରାସାଦ !ଆୟକର ଓ ସେବାଦ୍ରବ୍ୟକର ବିଭାଗରେ ଅଭିଯୋଗପରେଏବେ ବଢୁଛି ସନ୍ଦେହ ।
ଓଲଟପୁର ଥାନା ନିରତାର ପରିସରକୁ ଲାଗି ଏହି ବହୁମୂଲ୍ୟ ସୁଦ୍ରୁଶ୍ୟ ଅଟାଳିକା ଟି କାହାର ?ଆୟର ସୂତ୍ର କଣ ? ଆୟକର ବିଭାଗ ଓ ସେବାଦ୍ରବ୍ୟକର ବିଭାଗରେ ଅଭିଯୋଗ ପରେ ସାରା ଅଂଚଳରେ ଏବେ ଛାଇଯାଇଛି ଘୋର ସନ୍ଦେହ ର ବାତାବରଣ । କେତେକ ଏହାକୁ ନିରତାର କର୍ମଚାରୀକଂର ବୋଲି କହୁଥିବା ବେଳେ କେତେକ ଜଣେ ଯାନ ବ୍ୟବସାୟୀକଂର ବୋଲି କହୁଛନ୍ତି । ତେବେ ବିଭାଗୀୟ ତଦନ୍ତ ପରେ ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।