ଦୁର୍ନିତି

କୋଉଠି ହଜିଲା ପ୍ରେମ? ଜୀବନ – ମରଣର ଦୋ-ଛକି ରେ ନିରାଶ ପ୍ରେମିକ ପ୍ରଭୁ ରଞ୍ଜନ!

Spread the love

ପ୍ରେମିକାର ଅନ୍ୟତ୍ର ବିବାହ ପରେ ହ୍ୟୁମାନ ସାଗରଙ୍କ ଏହି ସଙ୍ଗୀତ ଏବେ ପାଲଟିଛି ପ୍ରଭୂରଞ୍ଜନଙ୍କ ଜୀବନ ସଙ୍ଗୀତ !!!!!!!

ପ୍ରଭୁରଞ୍ଜନଙ୍କ ଜଣେ ନିକଟତମ ସାଙ୍ଗଙ୍କ ସୂଚନା ଅନୁଯାୟୀ ପରିସ୍ଥିତି ଆଗକୁ ସଙ୍ଗୀନ ହେବାକୁ ଯାଉଛି।ତେଣୁ ଏହା ଆଗରୁ ଯଦି ସମ୍ପୃକ୍ତ ପୁଲିସ ବାବୁ ନବ ବିବାହିତା ପତ୍ନୀଙ୍କୁ ଫେରସ୍ତ ଦିଅନ୍ତି ତେବେ ପ୍ରଭୁ ରଞ୍ଜନ ଓରଫ ଲାକୁନ ତାଙ୍କ ପ୍ରେମିକାଙ୍କୁ ଆଗ୍ରହରେ ଗ୍ରହଣ କରିନେବାକୁ ପ୍ରସ୍ତୁତ ଅଛନ୍ତି ଓ ସମସ୍ତ ଘଟଣାର ଆପୋଷ ସମାଧାନ ହୋଇଯିବ।ମାତ୍ର ପୁଲିସ ବାବୁ ନବ ପରିଣିତା ପତ୍ନୀଙ୍କୁ ଜାଣିଶୁଣି ଗ୍ରହଣ କରି ଥିବାରୁ ଛାଡ଼ିବାକୁ ରାଜିନୁହଁ,ପରିସ୍ଥିତି ଯାହା ବି ହୋଇଯାଉ।ଫଳରେ ଗୋଟିଏ ଫୁଲ,ଦୁଇ ଜଣ ମାଳି ଅଵସ୍ଥା।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]