ଦେଶ-ପରଦେଶଖବର

ଲକ୍ଷପତି ଭିକାରୀ!ମ୍ରୁତ୍ୟୁ ପରେ୧୦ଲକ୍ଷ ଟଂକାର ଉତ୍ତରାଧିକାରୀ ହେବ କିଏ?ଖୋଜୁଛିପୁଲିସ।

Spread the love

# ମୁମ୍ବାଇରେ ଜୀବନ ଜିଇଁବା ଦରଦାମ ଦ୍ରୁଷ୍ଟିରୁ ଯେମିତି ଖର୍ଚ୍ଚ ବହୁଳ,ସେମିତି ଏଠିକାର ଭିକାରୀ ବି ଭାରୀ ଦାମୀ। ଏକଥା ଆମେ କହୁନୁ ,ସେଠାରେ ଘଟିଥିବା ସଦ୍ୟଏକ ଘଟଣାରୁ ପ୍ରମାଣିତ ହୋଇଛି। ନିକଟରେ ଜଣେ ଭିକାରୀକଂ ରାସ୍ତା ଦୁର୍ଘଟଣାରେ ମ୍ରୁତ୍ୟୁ ଘଟିଥିଲା,ତାଂକର ବଖରାଏ ଜୀର୍ଣ ଶୀର୍ଣ ଘର,ଯାହା କି ଉତ୍ତର-ପୂର୍ବ ମୁମ୍ବାଇ ଗୋବନ୍ଦିର ଏକବସ୍ତିରେ ରହିଛି।ପୁଲିସ ସେଠାରେ ପହଂଚି ଘରଭିତରୁ ଯାହା ସବୁ ପାଇଲା ତାହାସବୁ ଆଖିଝଲସିବାପରି ତଥ୍ୟ।ତନ୍ମଧ୍ୟରେ ବିଭିନ୍ନ ବ୍ୟାଂକରେ ସ୍ଥାୟୀ ଜମା ଥିବା ୮ଲକ୍ଷ ୭୭ ହଜାର ଟଂକା ,ନଗଦ ୧ଲକ୍ଷ ୫୦ହଜାର ଟଂକାର ଖୁଚୁରା କଏନ ସମେତ ଏକ ଭୋଟ ପରିଚୟ ପତ୍ର,ଏକ ପ୍ୟାନକାର୍ଡ ଓ ଏକ ଆଧାରକାର୍ଡ ।ମ୍ରୁତ ଭିକାରୀକଂ ନାମ ବିଜୁ ଚନ୍ଦ୍ରା ଆଜାଦ । ଖୁଚୁରା କଏନ ଗୁଡିକୁ ଗଣିବାରେ ପୁଲିସକୁ ୪ଘଣ୍ଟା ସମୟ ଲାଗିଥିଲା।ଅକ୍ଟୋବର ୪ ତାରିଖରେ ହୋଇଥିବାଏକ ଦୁର୍ଘଟଣାରେ ତାଂକର ମ୍ରୁତ୍ୟୁ ଘଟିଥିଲା ।ଭିକାରୀ ଜଣକଂ ସେଠାରେ ଏକା ରହୁଥିଲେ ତେଣୁ ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟରଏହି ସଂପତ୍ତିର ଆଇନଗତ ଉତ୍ତରାଧିକାରୀ କିଏ ହେବ, ପୁଲିସ ଖୋଜୁଛି। ଦୀର୍ଘ ଦିନ ଧରି ସେ ଏହି ସଂଚୟ କରିଥିବା ପୁଲିସ ଅନୁମାନ କରୁଛି।ବ୍ୟାଂକରେ ଥିବା ଉକ୍ତ ଅର୍ଥକୁ ସୁରକ୍ଷିତଭାବେ ରଖିବାକୁ ପୁଲିସ ବ୍ୟାଂକ କର୍ତ୍ତ୍ରୁପକ୍ଷକଂ ସହ ଯୋଗାଯୋଗ କରିଛି ଓ ବାସ୍ତବ ଆଇନଗତ ଉତ୍ତରାଧିକାରୀକଂ ସଂଧାନରେ ରହିଛି।

Leave a Reply

Your email address will not be published. Required fields are marked *

ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପଥରେ କେନ୍ଦ୍ରରେ ଆଉଥରେ ମୋଦୀ ସରକାର!!

Spread the love

Spread the loveବ୍ୟୁରୋ ନିଉଜ,୨୫/୦୫ ସାଧାରଣ ନିର୍ବାଚନର ଅନ୍ତିମଚରଣ କେବଳ ଏବେବାକି,ସମସ୍ତଙ୍କ ମନରେ […]

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ:ରାଜ୍ୟ ବାର କାଉନସିଲ ମାନେ ଅଧିବକ୍ତା ପଞ୍ଜିକରଣ ଦେୟ ୬୦୦ଟଙ୍କାରୁ ଅଧିକ ନେଇପାରିବେ ନାହିଁ

Spread the love

Spread the loveକଟକ(ସ୍ଵ.ପ୍ର)ଦେଶର ସର୍ବୋଚ୍ଚ ଅଦାଲତ ମାନ୍ୟ ବର ସୁପ୍ରିମ କୋର୍ଟଙ୍କ ଐତିହାସିକ […]

ଏସ.ଭି ନିର୍ତାର,ଓଲଟପୁରର ନୂତନ ୧୦୦ ଶଯ୍ୟା,କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

Spread the love

Spread the loveଓଲଟପୁର ସ୍ଥିତ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି […]