ଦୁର୍ନିତି

ନିଆଳି ବିଜେପି ନେତ୍ରୁତ୍ୱରେ ପ୍ରଧାନମନ୍ତ୍ରୀ ମୋଦିଜୀ କଂ ଜନ୍ମବାସରେ ରୋଗୀକୁଂ ଫଳବଣ୍ଟନ

Spread the love

ବାରଂଗ ୨୦।୯ (ନି.ପ୍ର) ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ରମୋଦିକଂ ଜନ୍ମଦିନଅବସରରେ ସପ୍ତାହ ବ୍ୟାପୀ ସେବାଦିବସ ପାଳିତ ହେଉଛି।ଏହିଉପଲକ୍ଷେ ନିଆଳି ନିର୍ବାଚନମଣ୍ଡଳୀ ବିଜେପି ନେତା ବେଣୁଧର ବେହେରାକଂ ନେତ୍ରୁତ୍ୱରେ ବାରଂଗ ବ୍ଲକ୍ ଅନ୍ତର୍ଗତ ମହୀଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ରୋଗୀମାନକୁଂ ଫଳ ପୁଡିଆ ବଣ୍ଟନ କରାଯାଇଥିଲା। ବିଜେପିର ବରିଷ୍ଠ ନେତା ତଥା କ୍ରୁଷକମୋର୍ଚ୍ଚା ରାଜ୍ୟ ସଂପାଦକ ଇଂ ରବିନାରାୟଣ ମହାପାତ୍ର ଓବିସି ମୋର୍ଚ୍ଚା କଟକ ଜିଲ୍ଲା ସଭାପତି ପ୍ରତାପ ରାଉତରାୟ, ମଣ୍ଡଳ ସଭାପତି ଶିଶିର କୁମାର ଦାସ,ଗବ ବସ୍ତ ମଣ୍ଡଳ ଜିଲ୍ଲାପରିଷଦ ପ୍ରାର୍ଥିନୀ ସୁଜାତା ମହାନ୍ତି, କ୍ରୁଷକ ମୋର୍ଚ୍ଚା ମଣ୍ଡଳ ସଭାପତି ଦୂର୍ଗାଚରଣ ରଥ,ଅଶୋକ ଦାସ, ବିଶ୍ୱଜିତ ମହାନ୍ତି, ମୈତ୍ରିଜିତ ସେନାପତି, ଲକ୍ଷ୍ମୀଧର ରାଊତ ,ବିଜୟରାମ ସ୍ୱାଇଁ ଓ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]