ଦେଶ-ପରଦେଶଖବର

ପାକିସ୍ତାନୀ ବିବାହଉତ୍ସବରେ ଶତ୍ରୁଘ୍ନସିହ୍ନା!ଭିଡିଓ ଭାଇରାଲ

Spread the love

ଚଳଚିତ୍ର ଅଭିନେତା ତଥା ପୂର୍ବତନ ସାଂସଦ ଶତ୍ରୁଘ୍ନ ସିହ୍ନାକୁଂ ଦେଶ ତଥା ଦେଶ ବାହାରେ କିଏ ନ ଜାଣେ ?

#ନିକଟରେ ସେ ପାକିସ୍ଥାନର ଲାହୋର ଠାରେ ଏକ ବିବାହ ଉତ୍ସବରେ ଯୋଗଦେଇଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। #ଉତ୍ସବରେ ସେ ଫଟୋ ପୋଜ ଦେଉଥିବା ପାକିସ୍ତାନ ର ପରଭେଜ ମୁଗଲ ନାମକ ଫଟୋଗ୍ରାଫର ଇନଷ୍ଟାଗ୍ରାମରେ ବିବାହ ଉତ୍ସବର କିଛି ଫଟୋ ସେୟାର କରିବାରେ ଏହା ଦେଖିବାକୁ ମିଳିଛି । #ଉତ୍ସବରେ ପାକିସ୍ତାନୀ ଅଭିନେତ୍ରୀ ରୀମା ମଧ୍ୟ ଉପସ୍ଥିତ ଥିଲେ #ଭାରତ-ପାକ୍ ମଧ୍ୟରେ ସ୍ରୁଷ୍ଟ ଉତ୍ତେଜନା ପରିପ୍ରେକ୍ଷୀରେ କେତେକ ପାକିସ୍ତାନୀ ଏହାକୁ ଠିକ ଭାବେ ଗ୍ରହଣ କରିପାରି ନଥିଲେ । #ଭାଇରାଲ ହୋଇଥିବା ଉକ୍ତ ଭିଡିଓରେ ଶତ୍ରୁଘ୍ନ ସିହ୍ନା,ପାକ୍ ଅଭିନେତ୍ରୀ ରୀମା ଓ ଅନ୍ୟ ଅତି ଥିକଂ ସହ ଫଟୋଉଠାଉଥିବା ଦେଖିବାକୁ ମିଳିଥିଲା #ଶତ୍ରୁଘ୍ନ କଳା ସୁଟ୍ ପିନ୍ଧିଥିବା ଓ ବେକରେ ଏକ କଳାରଂଗର ମଫଲର ଗୁଡାଇଥିବା ଦେଖିବାକୁ ମିଳିଛି। #ସୂଚନାଯୋଗ୍ୟ କି, ସଲମାନ ଖାନ୍ ପୂର୍ବରୁଏକ ପାକିସ୍ତାନୀ ‘ଶୋ’ରେ ଭାଗନେଇଥିବା ଘଟଣାକୁ ଅସ୍ୱୀକାର କରିଛନ୍ତି। #ବର୍ଷକ ତଳେ ଗାୟକ ମିକା ସିଂହ ପାକରେ ଏକ ବିବାହ ଉତ୍ସବରେ କାର୍ଯ୍ୟକ୍ରମ ପରିବେଷଣକୁ ନେଇ ବିବାଦ ସ୍ରୁଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *

ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପଥରେ କେନ୍ଦ୍ରରେ ଆଉଥରେ ମୋଦୀ ସରକାର!!

Spread the love

Spread the loveବ୍ୟୁରୋ ନିଉଜ,୨୫/୦୫ ସାଧାରଣ ନିର୍ବାଚନର ଅନ୍ତିମଚରଣ କେବଳ ଏବେବାକି,ସମସ୍ତଙ୍କ ମନରେ […]

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ:ରାଜ୍ୟ ବାର କାଉନସିଲ ମାନେ ଅଧିବକ୍ତା ପଞ୍ଜିକରଣ ଦେୟ ୬୦୦ଟଙ୍କାରୁ ଅଧିକ ନେଇପାରିବେ ନାହିଁ

Spread the love

Spread the loveକଟକ(ସ୍ଵ.ପ୍ର)ଦେଶର ସର୍ବୋଚ୍ଚ ଅଦାଲତ ମାନ୍ୟ ବର ସୁପ୍ରିମ କୋର୍ଟଙ୍କ ଐତିହାସିକ […]

ଏସ.ଭି ନିର୍ତାର,ଓଲଟପୁରର ନୂତନ ୧୦୦ ଶଯ୍ୟା,କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

Spread the love

Spread the loveଓଲଟପୁର ସ୍ଥିତ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି […]