
ଶହୀଦ ଜୟୀରାଜଗୁରୁକଂ ୨୮୦ତମ ଜୟନ୍ତୀ ମହାସମାରୋହରେ ପାଳିତ
ସ୍ୱାଧୀନତା ସଂଗ୍ରାମର ରକ୍ତରଂଜିତ ମାଟି ଓ ଶେଷ ପାଇକ ବିଦ୍ରୋହର ଗଡଭାବେ ଇତିହାସରେ ସ୍ୱର୍ଣାକ୍ଷର ରେ ଲିପିବଦ୍ଧ ଖୋର୍ଦ୍ଧା ରେ (ଖୋର୍ଦ୍ଧା ବାଳିକା ଉଚ୍ଚବିଦ୍ୟାଳୟ ପରିସର ରେ ଶହୀଦ ଜୟୀରାଜଗୁରୁ ସ୍ମ୍ରୁତି ସମିତି ଆନୁକୂଲ୍ୟରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ତ ଥା ଶହୀଦ ଜୟୀରାଜଗୁରୁକଂ ୨୮୦ ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଛି ।

