breaking News ଅଂଚଳ ଖବର

ଅଚିହ୍ନାବ୍ୟକ୍ତିକଂ କଂକାଳ ପୋଖରୀରୁ ଉଦ୍ଧାର: ଓଲଟପୁର ପୁଲିସ ଡାକ୍ତରୀ ପରୀକ୍ଷା ନିମନ୍ତେ ପଠାଇଲା

Spread the love

ଓଲଟପୁର ଥାନା , ବାଗଲପୁର ପଂଚାୟତ ଓ ଗ୍ରାମର ଭୀମସେନ ବେହେରାକଂ ଘରଠାରୁ ବହୁଦୂର ରେ ଥିବା ଏକ ଅବ୍ୟବହ୍ରୁୁତ ଓ ପରିତ୍ୟକ୍ତ ପୋଖରୀରୁ ଆଜି ମଧ୍ୟାହ୍ନରେ ଓଲଟପୁର ପୁଲିସ ଏକ ଶବର କଂକାଳ ଉଦ୍ଧାର କରିଛି।ଅନେକଦିନ ହେଲା ଶବଦେହରୁ ମାଂସ ଝଡିଯାଇଥିବା ବେଳେ କେବଳ କଂକାଳ ରହିଛି। ଶବଦେହରେ ଏକ ବଳା ଥିବା ସହିତଏକ ଗଂଜି ରହିଛି ।ଅପମ୍ରୁତ୍ୟୁ ମାମଲା ନଂ ୧/୨୦୨୦ ରୁଜୁ ପୂର୍ବକ ଜବତ ଶବର ଡାକ୍ତରୀ ପରୀକ୍ଷା ନିରୀକ୍ଷା ନିମନ୍ତେ ପୁଲିସ ପଠାଇଛି। । ସ୍ଥାନୀୟଅଂଚଳର କୌଣସି ନିଖୋଜ ଖବର ପୁଲିସରେ ନ ଥିବା ବେଳେ ଅନ୍ୟତ୍ର ହତ୍ୟାକରି ଶବକୁ ଏଠାରେ କେହି ପକାଇଦେଇଥିବା କିମ୍ବା କୌଣସି ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଦୁର୍ଘଟଣା ବଶତଃ ଏଠାରେ ପ୍ରାଣ ହରାଇଛି ତାହା ପୁଲିସରଅନୁସଂଧାନପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]