ଦେଶ-ପରଦେଶଖବର

ଆଉରଂଗ ଜେବ ଜଣେ ହତ୍ୟାକାରୀ:ତାଂକ ନାମରେ ରାସ୍ତା ନାମକରଣକୁ ବିରୋଧକରି,ସୂଚନାଫଳକରେ କଳାବୋଳିଲେ ଶିଖ୍ ବିଧାୟକ !

Spread the love

ଆଉରଂଗଜେବ ଜଣେ ହତ୍ୟାକାରୀ”,ତାଂକ ନାମରେ ରାସ୍ତା ନାମକରଣ ଓ ଦେଶର ସମସ୍ତ ପୁସ୍ତକରୁ ନାମକୁ ହଟାଇଦିଆ ଯିବା ଦାବି କରିଛନ୍ତି ବିଶିଷ୍ଟ ଶିଖ ନେତା ତଥା ଶିରୋମଣି ଅକାଳୀଦଳ ବିଧାୟକ ମନଜିନ୍ଦର ସିଂହ ଶିରସା।ସେ ଦିଲ୍ଲୀ ସ୍ଥିତ ‘ଆଉରଂଗଜେବ ଲେନ‘ ଲେଖାଥିବା ଏକ ରାସ୍ତାର ସୂଚନା ଫଳକଉପରେ କାଳି ବୋଳିବାସହ ଟ୍ୱିଟରେ ଦର୍ଶାଇଛନ୍ତି କି ଶିଖମାନକଂର ଦଶମ ଗୁରୁ ତେଗ୍ ବାହାଦୂରକୁଂ ବଳପ୍ରୟୋଗରେ ଧର୍ମାନ୍ତରୀକରଣ ଉଦ୍ୟମରେ ବିଫଳ ହେବାରୁ ହତ୍ୟା କରିଥିଲେ।ତାଂକସହ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟୀର ସଦସ୍ୟମାନେ ଯୋଗଦେଇ ଥିଲେ। ଘଟଣାଟି ଦେଶ-ବିଦେଶରେ ଖୁବ୍ ଚର୍ଚ୍ଚାର ବିଷୟପାଲଟିଛି (ଫଟୋ ANI ସୂତ୍ର ରୁ)

Leave a Reply

Your email address will not be published. Required fields are marked *

ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପଥରେ କେନ୍ଦ୍ରରେ ଆଉଥରେ ମୋଦୀ ସରକାର!!

Spread the love

Spread the loveବ୍ୟୁରୋ ନିଉଜ,୨୫/୦୫ ସାଧାରଣ ନିର୍ବାଚନର ଅନ୍ତିମଚରଣ କେବଳ ଏବେବାକି,ସମସ୍ତଙ୍କ ମନରେ […]

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ:ରାଜ୍ୟ ବାର କାଉନସିଲ ମାନେ ଅଧିବକ୍ତା ପଞ୍ଜିକରଣ ଦେୟ ୬୦୦ଟଙ୍କାରୁ ଅଧିକ ନେଇପାରିବେ ନାହିଁ

Spread the love

Spread the loveକଟକ(ସ୍ଵ.ପ୍ର)ଦେଶର ସର୍ବୋଚ୍ଚ ଅଦାଲତ ମାନ୍ୟ ବର ସୁପ୍ରିମ କୋର୍ଟଙ୍କ ଐତିହାସିକ […]

ଏସ.ଭି ନିର୍ତାର,ଓଲଟପୁରର ନୂତନ ୧୦୦ ଶଯ୍ୟା,କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

Spread the love

Spread the loveଓଲଟପୁର ସ୍ଥିତ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି […]