ଦୁର୍ନିତି

“ଆତ୍ମା”କଟକ ପକ୍ଷରୁ କ୍ରୁଷକ ସଶକ୍ତି କରଣ ଯୋଜନାରେ କ୍ରୁଷକ ମାନକଂ ଜ୍ଞାନବିନିମୟ ଓ ତାଲିମ କାର୍ଯ୍ୟକ୍ରମରେ ସାପ୍ତାହିକ ମହାରାଷ୍ଟ୍ର ଗସ୍ତ

Spread the love

ପରସ୍ପର ମଧ୍ୟରେ ଜ୍ଞାନ ବିନିମୟଓ ତାଲିମ କାର୍ଯ୍ୟକ୍ରମରେ ଓଡିଶା କ୍ରୁଷିବିଭାଗ ଅଧିନସ୍ଥ ,କଟକଜିଲ୍ଲା ଆତ୍ମା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩୦ଜଣ ଅଗ୍ରଣୀ ଚାଷୀ ପ୍ରତିନିଧି ମଣ୍ଡଳୀକୁଂ ସରକାରୀ ଖର୍ଚ୍ଚରେ ୭ଦିନିଆ ମହାରାଷ୍ଟ୍ର ଗସ୍ତରେ ପଠାଯାଇଛି।ଏହାପରେ ଆଉ ଦୁଇ ପର୍ଯ୍ୟାୟରେ ୬୦ଜଣ ଚାଷୀପ୍ରତିନିଧିକୁଂ ରାଜ୍ୟ ବାହାରକୁ ନିଆଯିବ।ଏହିଉଭୟ ରାଜ୍ୟରେ ଚାଷୀମାନେ ନିଜମଧ୍ୟରେ ମତବିନିମୟଫଳରେ ଉପକ୍ରୁତ ହେବେ ବୋଲି ଲକ୍ଷ୍ୟ ରଖାଯାଇଛି।ଓଡିଶାର କଟକଜିଲ୍ଲା କଣ୍ଟାପଡା ବ୍ଲକ,ସାଇଲୋଝାରପଡା ପଂଚାୟତର ଶରତ କୁମାର ବେହେରା ୩୦ଜଣକଂ ମଧ୍ୟରୁଅନ୍ୟତମ ଅଟନ୍ତି ।ଏହି ତାଲିମ ସହିତ ଅଜନ୍ତା,ଏଲୋରା ପରି ଏୈତିହାସିକ କୀର୍ତ୍ତି ସ୍ଥଳ ଗୁଡିକ ପରିଦର୍ଶନର ସୁଯୋଗ ସେମାନକୁଂ ମିଳିଛି।ତାଲିମରେ ସେମାନକୁଂ ଏକ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]