ଦୁର୍ନିତି

‘ଆତ୍ମା’ପକ୍ଷରୁ ମହାରାଷ୍ଟ୍ର ଯାଇଥିବା ଚାଷୀପ୍ରତିନିଧି ଅଂଗୁର କ୍ଷେତ ବୁଲି ଦେଖିଲେ

Spread the love

ରାଜ୍ୟ କ୍ରୁଷିବିଭାଗ ପକ୍ଷରୁ ‘ ଆତ୍ମା’ଜରିଆରେ କ୍ରୁଷି ଅନୁୂଭୂତି ଉଭୟ ରାଜ୍ୟର ଚାଷୀମାନକଂ ସହ ମିଶି ଶେୟାର କରିବା ଓ ତାଲିମ ଗ୍ରହଣ ନିମନ୍ତେଏକ ୭ଦିନିଆ ଗସ୍ତରେ ପ୍ରଥମ ପର୍ଯ୍ୟାୟରେ ୩୦ଜଣ ଅଗ୍ରଣୀ ଚାଷୀ ପ୍ରତିନିଧି ମହାରାଷ୍ଟ୍ର ଯାଇଥିଲେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହାରାଷ୍ଟ୍ରର ନାସିକ ରେ ଚାଷୀକଂ ଅଂଗୁର କ୍ଷେତ ବୁଲି ଦେଖିଥିଲେ ।ଏଥିସହ ସେମାନେ ବିଭିନ୍ନ ଐତିହାସିକ କୀର୍ତ୍ତିସ୍ଥଳ ମାନ ମଧ୍ୟ ବୁଲିଦେଖିବାର ସୁଯୋଗ ପାଇଥିଲେ। ସୂଚନାଯୋଗ୍ୟ କି ପୂର୍ବ ବର୍ଷ ମାନକଂରେ ରାଜ୍ୟସରକାର ଆଦର୍ଶ ମତ୍ସ୍ୟଚାଷ ପ୍ରଣାଳୀ ପର୍ଯ୍ୟବେକ୍ଷଣ ନିମନ୍ତେ କେତେକ ଅଗ୍ରଣୀ ଚାଷୀକୁଂ ଆନ୍ଧ୍ରପ୍ରଦେଶ ପଠାଇଥିଲେ

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]