breaking News ଅଂଚଳ ଖବର ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

ଆମପୁଲିସ:ନିଆଳିଥାନା କସର୍ଦା ଫାଣ୍ଡିରେ ପୁଲିସବାବୁ ରାତ୍ରୀ ପାଟ୍ରୋଲିଂ କେମିତି ପୋଷାକରେ ଥାଇ କରୁଛନ୍ତି ଦେଖନ୍ତୁ!

Spread the love

ଆମପୁଲିସ”,”ଓଡିଶା ପୁଲିସ “,ନିଆଳି ପୁଲିସ 5T ପୁଲିସ !ଯେତେ ଯାହାହେଲେ ବି କିଛିପୁଲିସକଂ ବଦଳିନି ମାନସିକତା । ଦେଖନ୍ତୁ “ସତ୍ୟାନୁସଂଧାନ” ର ସ୍ୱତନ୍ତ୍ରଅନୁସଂଧାନ । କସର୍ଦା ଫାଣ୍ଡି ପୁଲିସ କେମିତି ସୁରୁଖୁରୁରେ ରାତ୍ରୀ ପାଟ୍ରୋଲିଂ କରୁଛନ୍ତି !ମାଓବାଦୀ ଆସି ହତ୍ୟା କରି ନିରାପଦରେ ପଛକେ ଫେରିଯିବେ, କିନ୍ତୁ କି ନିଘୋଡନିଦ ?ପୁରା କୁମ୍ଭକର୍ଣ ମୁଦ୍ରାରେ !ମହାମାନ୍ୟ ପୁଲିସ ମହାନିର୍ଦ୍ଦେଶକ ମହାଶୟ ନଜର ପକାନ୍ତୁ

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]