ଏକତରଫା ପ୍ରେମ: ବନ୍ଧାହେଲେ ୩,ମାଉଜର ଜବତ
ଗୋବିନ୍ଦପୁର କଲେଜରେ ପଢୁଥିବା ଜଣେ ଛାତ୍ରୀକୁଂ ଏକତରଫା ପ୍ରେମକରି ଛାତ୍ର ଓ ଅଣଛାତ୍ର ମିଶି ୩ଜଣକଂ ମଧ୍ୟରେ ବିବାଦ ତୀବ୍ର ଆକାର ଧାରଣ କରିବାରୁ ଓ ଛାତ୍ରୀଜଣକୁଂ ଅସଦାଚରଣ କରିଥିବା (ସଂପ୍ରୁକ୍ତ ଛାତ୍ରୀକଂ ଅଭିଯୋଗ କ୍ରମେ) ଜଣକୁଂ ଓ ଉକ୍ତଛାତ୍ରକୁଂ ଆଜି ମାରଣାସ୍ତ୍ର ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅନ୍ୟ ଦୁଇଜଣକୁଂ,ଏପରି ମୋଟ୍ ୩ଜଣକୁଂ ଗୋବିନ୍ଦପୁର ପୁଲିସ ଆଜି ଗିରଫ କରିଛି।ମାରଣାସ୍ତ୍ର ଜବତ ହୋଇଛି ।