breaking News ଅଂଚଳ ଖବର ଜିଲ୍ଲାଖବର ଦୁର୍ଘଟଣା

କଟକ(ଗ୍ରାମାଂଚଳ): ବଜ୍ରପାତରେ ନା ବାଳିକା ମ୍ରୁତ

Spread the love

କଟକ(ଗ୍ରାମାଂଚଳ)୮।୪ କଟକ ଗ୍ରାମାଂଚଳ ପୁଲିସ ଜିଲ୍ଲା ଅନ୍ତର୍ଗତ ଓଲଟପୁର ଥାନା,ଇଛାପୁର ଗ୍ରାମର,ସୁଜିତ ବେହେରାକଂ କନ୍ୟା ପ୍ରିୟଂକା ବେହେରା(୧୩)କଂ ର ଆଜି ମଧ୍ୟାହ୍ନରେ ଅଚାନକ ବଜ୍ରପାତରେ ମ୍ରୁତ୍ୟୁ ହୋଇ ଯାଇଛି।ପ୍ରିୟଂକା ଘର ପଛପଟ ବାରିକୁ ଯାଇଥିବା ବେଳେ ଏପରି ଦୁର୍ଘଟଣା ଘଟିଥିଲା।ପରିବାର ଲୋକେ ସ୍ଥାନୀୟ ଅଡଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଁ ଡାକ୍ତର ସେଠାରେ ତାଂକୁ ମ୍ରୁତ ଘୋଷଣା କରିଥିଲେ।ଓଲଟପୁର ଥାନାରେ ଏକ ଅପମ୍ରୁତ୍ୟୁ ମାମଲା ନଂ୨/୨୦ ରୁଜୁ ହୋଇଛି।ଏହି ଅଭାବନୀୟ ଘଟଣା ସାରାଅଂଚଳରେ ଶୋକାକୁଳ ପରିବେଶ ସ୍ରୁଷ୍ଟି କରିଛି।

The deadbody at CHC Adaspur

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]