ଦୁର୍ନିତି

କରିସ୍ମାକଂ କରିସ୍ମା ସ୍ୱିଜରଲାଣ୍ଡରେ ବି ଫ୍ୟାନ କୁଂ ଦିୱାନା କରିଛି

Spread the love

ଛୋଟପରଦା ଓ ବଲିଉଡରେ ଷ୍ଟାଇଲିଷ୍ଟ ଅଭିନେତ୍ରୀ ଭାବେ ଜଣାଶୁଣା ୩୪ ବର୍ଷୀୟା କରିସ୍ମା ତନ୍ନାକଂ କରିସ୍ମା,ସୁଦୂର ସୁଇଜରଲାଣ୍ଡର ସୁଟିଂସେଟରୁ ବି ତାଂକ ଫ୍ୟାନମାନକୁଂ ଦିୱାନା ବନେଇଛି ।

ଦିବ୍ୟାଭାରତୀକଂ ଗାଇଥିବା “ସାତସମୁଦର ପାର…..ଗୀତରେ ତନ୍ୱୀ ତରୁଣୀ କରିସ୍ମା ନିଜର ନ୍ରୁତ୍ୟ ନିପୁଣତା ଓ ପରାକାଷ୍ଠା ପ୍ରତିପାଦନ କରିଛନ୍ତି । ସୁଇଜରଲାଣ୍ଡରେ ସୁଟିଂ ନିମନ୍ତେ ଯାଇଥିବା ବେଳେ ଏକ ନାବଉପରୁ ଏହି ଗୀତରେ ନ୍ରୁତ୍ୟ କରିଥିବାର ଭିଡିଓର ଦ୍ରୁଶ୍ୟ ରେ ଦେଖିବାକୁ ମିଳିଛି ଓ ଏହାକୁ ସେ ଇନଷ୍ଟାଗ୍ରାମରେ ଛାଡିଛନ୍ତି। ମାତ୍ର ୪ ଘଣ୍ଟାରେ ଏହା ତାଂକର ଇନଷ୍ଟାଗ୍ରାମରେ ଥିବା ଲକ୍ଷ ଲକ୍ଷ ଅନୁସରଣକାରୀ ଫ୍ୟାନକଂ ପାଖରେ ଭାଇରାଲ ହୋଇ ପହଂଚିଯାଇଥିଲାକରିସ୍ମା ଏବେ “ଖତରେଁ ମେ ଖିଲାଡି – ସିଜନ 10 “ର ସୁଟିଂରେ ବ୍ୟସ୍ତ ଅଛନ୍ତି ।ଯାହାର ସୁଟିଂ ବୁଲଗେରିଆରେ ହେଉଛି । କରିସ୍ମା ଟ୍ୱିଟ୍ କରିଛନ୍ତି କି ” ସୁଇଜରଲାଣ୍ଡର ସୁନ୍ଦରତା ଦେଖି ତାଂକ ହ୍ରୁଦୟରୁ ଏପରି ବାହାରିପଡିଛି “

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]