breaking News

କାନାରାବ୍ୟାଂକ୍ ର ୧୧୪ତମ ପ୍ରତିଷ୍ଠାଦିବସ ପାଳିତ

Spread the love

କାନାରା ବ୍ୟାଂକର ୧୧୪ ତମପ୍ରତିଷ୍ଠା ଦିବସ ଆଜି ଦେଶଭରି ସମସ୍ତ ଶାଖା,ଆଂଚଳିକ ଓ ମୁଖ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଛି । ଏହି ଉପଲକ୍ଷେ ସାଇଲୋଝାରପଡା ସ୍ଥିତ କାନାରାବ୍ୟାଂକ ଶାଖା ପରିସରରେ ଉତ୍ସବ ପାଳିତ ହୋଇଥିଲା।ପ୍ରବନ୍ଧକ ସୁମନ୍ତ ସାଧନ ବେଉରା,ସହକାରୀ ପ୍ରବନ୍ଧକ ରାହୁଲ ମୈତ୍ର, ନିରୀକ୍ଷକ ମନୋଜ ଟିଗା,ବିଶ୍ୱଜିତ ପ୍ରୁଷ୍ଟି, ମଂଗୁଳିଚରଣ ଦାସ ପ୍ରମୁଖଉପସ୍ଥିତ ଥିଲେ । ପ୍ରବନ୍ଧକ କହିଥିଲେ କି,ପ୍ରତିଷ୍ଠାତା ସୁବାରାଓକଂ ଜନ୍ମ ଦିନକୁ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଇ ଆସୁଛି। ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ସେ କହିଥିଲେ ଯେ,ଯେଉଁ ଲକ୍ଷ୍ୟ ନେଇ ଉକ୍ତ ବ୍ୟାଂକ ସ୍ଥାପନା ହୋଇଥିଲା ସେଥିରେ ଆମ ଶାଖା ସଫଳ ହୋଇଛି।ସ୍ଥାନୀୟ ଲୋକେ ବହୁସଂଖ୍ୟାରେ ଖାତା ଖୋଲନ୍ତୁ,ଦିଆ ଯାଉଥିବା ବିଭିନ୍ନ ସେବା ଯଥା ମୋବାଇଲ ବ୍ୟାଂକିଂ,ଏ.ଟି.ଏମ୍ ର ସୁବିଧା ନିଅନ୍ତୁ। ଗରୀବ ଓ ମହିଳା ମାନକଂ ଆର୍ଥିକ ଉତ୍ତଥାନ ଦିଗରେ ବ୍ୟାଂକ ସର୍ବଦା କାର୍ଯ୍ୟକରୁଛି । ନଭେମ୍ବର ୨୦୧୩ରେ ସାଇଲୋଝାରପଡା ଶାଖା କାର୍ଯ୍ୟ କରିବା ଆରମ୍ଭ କରିଛି ୧୯୦୬ରେ କାନାରା ବ୍ୟାଂକ କାର୍ଯ୍ୟାରମ୍ଭ କରିଥିଲା ।୧୯୫୦ରେ କୌଣସି ଡିଜିଟାଲ ସେବା ନ ଥିଲା,ଏବେ ଡିଜିଟାଲ ଯୋଗୁ ବହୁସେବା ସୁବିଧାଓ ଶୀଘ୍ର ମିଳିପାରୁଛି । ତେବେ ନେଟ୍ ୱାର୍କ ସମସ୍ୟା ରହୁଛି ।ବ୍ଲକର ବହୁସରକାରୀ ଯୋଜନା ଆକାଉଣ୍ଟ ଏହିଶାଖାରେ ରଖିବାକୁ ସେ ବି.ଡି.ଓ କୁଂ ଜଣାଇଛି ତାହାଏଯାଏ କାର୍ଯ୍ୟକାରୀ ହୋଇନାହିଁ ତେବେ ସେ ଜିଲ୍ଲାପାଳକୁଂ ଏ ସଂପର୍କରେ ଜଣାଇନାହାନ୍ତି ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

ନିଆଳି ବିଧାନସଭା ଆସନ: ବିଜେପିର ଖସୁଛି ପାରା!!!ବଢୁଛି ଆଶଙ୍କା?(ଭାଗ-୨)

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ବଢୁଛି ପାରଦ!ଅସ୍ତବ୍ୟସ୍ତ ଜନଜୀବନ। ଏଥି ସହିତ ଆଶ୍ଚର୍ଯ୍ୟଜନକ […]