ଲଜ୍ଜା ! ଘୋର ଲଜ୍ଜା ଫନିଘରଭଂଗା ସହାୟତା କାହାକୁ ମିଳିଛି ?ଅନେକ ପରିବାରଏ ଯାଏ ବି ଘରଟିଏ ନପାଇ ଖରାବର୍ଷାରେ ଖୋଲା ଆକାଶତଳେ ନତୁବା ଛିଣ୍ଡା ପଲିଥିନ ତଳେ ପଡିଛନ୍ତି।ହେଲେ ନିଆଳିବ୍ଲକ,ସରାକୋର ଗ୍ରାମର କାହ୍ନୁକାଣ୍ଡିକୁଂ ସଂପୂର୍ଣ ଘରଭଂଗା ମିଳିଛି ଦେଖନ୍ତୁ!ଯଦି ମିଳିଥିବା ତଥ୍ୟ ସତ ହୋଇଥାଏ ତେବେ ସାଂଘାତିକ ।