ଦୁର୍ନିତି

କୁନି ବୈଜ୍ଞାନିକଙ୍କ ବ୍ଲକସ୍ତରୀୟ ପ୍ରଦର୍ଶନୀ ଉଦଯାପିତ

Spread the love

କଟକ ଗ୍ରାମାଞ୍ଚଳ ଜିଲ୍ଲା( ନି.ପ୍ର)କଟକ ଜିଲ୍ଲା,କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣସାଇଲୋ ନୋଡାଲ ଉଚ୍ଚବିଦ୍ୟାଳୟ ପରିସରରେ ୨୦୨୨-୨୩ ଶିକ୍ଷାବର୍ଷ ନିମନ୍ତେ ବ୍ଲକସ୍ତରୀୟ କୁନି ବୈଜ୍ଞାନିକ ମାନଙ୍କ ବିଜ୍ଞାନ ମେଳା ଉଦଯାପିତ ହୋଇଯାଇଛି।ଚଳିତବର୍ଷ ନିମନ୍ତେ ମୋଟ ୯୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ଏଥିରୁ ବିଭିନ୍ନ ବିଦ୍ୟାଳୟର ୫ଜଣ କୁନିବୈଜ୍ଞାନିକ ଙ୍କ ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାକୁ ଚୟନ ହୋଇଛି।କୃତିପ୍ରତି ଯୋଗୀ ମାନଙ୍କ ମଧ୍ୟରେ:-

(୧)ପୁନମ ନାଏକ,ନବମଶ୍ରେଣୀ,ସାଇଲୋ ଝାରପଡ଼ା ହାଇସ୍କୁଲ,ମୋ କୃଷି (୨)ଶ୍ରେୟାଶ୍ରୀ ନାଏକ,ନବମ ଶ୍ରେଣୀ,ବଳେଶ୍ୱର ହାଇସ୍କୁଲ,ସ୍ବାସ୍ଥ୍ୟ (୩)ଉଦିତ ନାରାୟଣ ଆଚାର୍ଯ୍ୟ,ଅଷ୍ଟମଶ୍ରେଣୀ ଗୋପବନ୍ଧୁ ନୋଡାଲ ବିଦ୍ୟାଳୟ,ସାଇଲୋବଡ଼ବିଲ ଲାଇଫଷ୍ଟାଇଲ ଫର ଏନଭିରନମେଣ୍ଟ ଓ କାର୍ବନପ୍ୟୁରିଫିକେସନ(୪)ସ୍ମୃତିରେଖା ରାଉତରାୟ,ଦଶମଶ୍ରେଣୀ, ଗୋପବନ୍ଧୁ ନୋଡାଲ ବିଦ୍ୟାଳୟ,ସାଇଲୋବଡବିଲ,କମ୍ପ୍ୟୁଟେସନାଲ ଥିଙ୍କିଙ୍ଗ ନନ-ଡିଜିଟାଲ ମେଜର୍ମେଣ୍ଟ ଡିଭାଇସ ଫର ସ୍ଫିଅର୍ (୫)ରୁଦ୍ର ପ୍ରସାଦ ସାହୁ ୮ମ ଶ୍ରେଣୀ,ସରକାରୀ ଉଚ୍ଚ ବିଦ୍ୟାଳୟ,ଶିଶୁଆ,କମ୍ୟୁନି କେସନ ଆଣ୍ଡ ଟ୍ରାନ୍ସପୋର୍ଟେସନ୍ ରଙ୍ଗରୁଟ ଟାୟାର କିଲରଙ୍କ ପ୍ରକଳ୍ପ ସୁନିର୍ବାଚିତ ହୋଇଥିଲା।

ଉତ୍ସବରେ ଛାତ୍ର,ଛାତ୍ରୀ,ଶିକ୍ଷକ,ଶିକ୍ଷୟତ୍ରୀ ମାନଙ୍କୁ ଉତ୍ସାହିତ କରିବାକୁ ଯେଉଁ ଅତିଥି ମାନେ ଯୋଗଦେଇ ମଞ୍ଚାସିନ ହୋଇଥିଲେ ସେମାନଙ୍କ ମଧ୍ୟରେ ପ୍ରମୁଖ ଭାଗରେ ଥିଲେ ନିଆଳିବିଧାୟକ ତଥା ଡାକ୍ତର ପ୍ରମୋଦ ମଲ୍ଲିକ,ବ୍ଲକ ଶିକ୍ଷାଧିକାରୀ ପ୍ରତାପ ପ୍ରଧାନ,ବିଜେଡି ଯୁବନେତା ତଥା ଜଗତସିଂହପୁର ଲୋକସଭା ସାଂସଦଙ୍କ ପ୍ରତିନିଧି ବିମାନ ବିହାରୀ ବେହେରା,ଜିଲ୍ଲା ପରିଷଦ ସଭ୍ୟ ପୀୟୂଷ ମିଶ୍ର,ବ୍ରାହ୍ମଣସାଇଲୋ ପଞ୍ଚାୟତ ସରପଞ୍ଚ ତୃପ୍ତିମୟୀ ରାଉତ,ସମିତି ସଦସ୍ୟ ପ୍ରଶାନ୍ତକୁମାର ପାଢ଼ୀ,ପ୍ରାକ୍ତନ ସରପଂଚ ବ୍ରାହ୍ମଣସାଇଲୋ ପଞ୍ଚାୟତ ତଥା ପୂର୍ବତନ କଣ୍ଟାପଡ଼ା ବ୍ଲକ ‘ଆତ୍ମା’ଅଧ୍ୟକ୍ଷ ନକୁଳ ରାଉତ ପ୍ରମୁଖ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]