ଦୁର୍ନିତି

ଗୋଟିଏ ସ୍କୁଲରେ ୧୩ବର୍ଷ! ତଥାପି ତୁଟୁନିମୋହ: ଜିଲ୍ଲାଶିକ୍ଷାଧିକାରୀକଂ ନିର୍ଦ୍ଦେଶକୁ ଖାତିର ନାହିଁ

Spread the love

କଟକ ଜିଲ୍ଲା ଶିକ୍ଷାଧିକାରୀକଂ ଅଧୀନସ୍ଥ ସାଇଲୋଝାରପଡା ହାଇସ୍କୁଲରେ ୧୩ ବର୍ଷକାଳ ସହକାରୀ ଶିକ୍ଷକଭାବେ କାର୍ଯ୍ୟରତ ଶ୍ରୀଯୁକ୍ତ ଗୋବିନ୍ଦଚନ୍ଦ୍ର ସାହୁ,ନିକଟରେ ଉତ୍ତାରଣ ସ୍ଥିତ ଅମ୍ବିକା ବିଦ୍ୟାପୀଠକୁ ସପ୍ତାହର ୩ଦିନ ପାଇଁ ଡେପୁଟେସନ ବଦଳି ହୋଇଥିଲା ହେଲେ ଶିକ୍ଷାଧିକାରୀକଂ ଉକ୍ତ ନିର୍ଦ୍ଦେଶକୁ ନ ମାନି ଆନ୍ଦୋଳନ ବାହାନାରେ ତାଂକୁ ପ୍ରଧାନଶିକ୍ଷକ କୁଆଡେ ଅଟକେଇ ରଖିଛନ୍ତି ବୋଲି ଅଭିଯୋଗ ହେଉଛି।ଏ ସଂପର୍କରେ ଆମେ ସଂପ୍ରୁକ୍ତ ଶିକ୍ଷକ ଓ ପ୍ରଧାନ ଶିକ୍ଷକକଂ ମତ ଲୋଡିଥିଲୁ ଆସନ୍ତୁଶୁଣିବା ସେମାନକଂ ମୁହଁରୁ।କଣ ସେମାନେ କହୁଛନ୍ତି ତେବେ ଉପରିସ୍ଥ ଅଧିକାରୀକଂ ନିର୍ଦ୍ଦେଶ ଟାଳିବାକୁ କୁଆଡେ ପିଲା ଓ ଅଭିବାବକକୁଂ ଉସୁକାଇ ଆନ୍ଦୋଳନ କରାଯାଉଥିବା ଅଭିଯୋଗ ହେଉଛି ।

ଶିକ୍ଷକ ବଦଳି ନିର୍ଦ୍ଦେଶକୁ ଅଟକାଇଥିବା ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ମହାପାତ୍ର Satyanusandhana news

ଦେଖନ୍ତୁ ଘଟଣା ସହଆଦୌ ସଂପର୍କ ନ ଥିବା ଜଣେ ସହକାରୀ ଶିକ୍ଷକକଂଓୌଦ୍ଧତ୍ୟ ଗଣମାଧ୍ୟମ ସହ କିଭଳି ବେତେଣ୍ଡା ଯୁକ୍ତି ଓ ଅପମାନିତ କରୁଛନ୍ତି ରେକଡିଂୟୁନିଟ୍,ବୁମକୁ ଠେଲିଦେଉଛନ୍ତି

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]