
ଚର୍ଚ୍ଚାରେ…… ପୁଣି ଅମ୍ବିକା ବିଦ୍ୟାପୀଠ,ଉତ୍ତାରଣ



ଦଣ୍ଡମୁକ୍ତ ଶାସନର ନମୂନା:- କେବଳ ସେତିକି ନୁହେଁ ,ଏହି ବିଦ୍ୟାଳୟ ଏକ ସରକାରୀ ବିଦ୍ୟା ଳୟ ହୋଇଥିବା ବେଳେ ସରକାରଙ୍କ କଡ଼ା ନିର୍ଦ୍ଦେଶ ଥିବା ଦଣ୍ଡମୁକ୍ତ ଶିକ୍ଷା କିପରି ପାଳିତ ହେଉଛି ତାହାର ଆଜି ଭିଡିଓ ଚିତ୍ର ଆମର ହସ୍ତଗତ ହୋଇଛି।ଆସନ୍ତୁ ଦେଖିବା ଏହି ଭିଡିଓରୁ କିଛି ଫଟୋ ଯହିଁରେ ଛାତ୍ର ଛାତ୍ରୀ ମାନଙ୍କୁ ଘଣ୍ଟା ଘଣ୍ଟା ଧରି କାନ ଧରି ବିଦ୍ୟାଳୟ ବାରଣ୍ଡାରେ ଠିଆ କରାଯାଇଛି।5T ସଚୀବଙ୍କ ସ୍ଵଚ୍ଛ ଶାସନର ପ୍ରମାଣ ଆଉ ଅଧିକ କଣ ଅବା ହୋଇପାରେ???

