
ଚୋରଓ ଚୋରୀ ଜିନିଷ ଧରାପଡିଲେ:ଥାନା ହୋମଗାର୍ଡକଂ ପୁଅ ଗ୍ୟାଂଗ ଲିଡର!
ଗତ ୧୭ ତାରିଖ ରାତିରେ ଗୋବିନ୍ଦପୁର ଥାନା, ମାଂଖ ଗ୍ରାମର ଚଗଲି ମହାନ୍ତିକଂ ଘରୁ ଚୋରି ହୋଇଥିଲା।ଏଥିନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସଅନୁସଂଧାନ କରୁଥିଲା।ବିଶ୍ୱସ୍ଥ ସୂତ୍ରରୁ ପୁଲିସକୁଜାଣିବାକୁ ମିଳିଲା କି ଚୋରୀଜିନିଷ ସ୍ଥାନୀୟ ଜଣେ କିଣିଛନ୍ତି। କିଣିଥିବା ବ୍ୟକ୍ତିକୁଂ ପଚରାଉଚରା ବେଳେ ପୁଲିସକୁ ଚୋର ମାନକଂ ନାମ ମିଳିଗଲା। ସେମାନକଂ ଭିତରେ ଥାନାର ଜଣେ ହୋମଗାର୍ଡକଂ ପୁଅ ଚୋରକଂ ଦଳର ଦଳପତି ଥିବା ସାରା ଅଂଚଳରେ କୌତୁହଳ ସ୍ରୁଷ୍ଟି କରିଛି