
ଜଳସମ୍ପଦ ବିଭାଗର କୋଟି କୋଟି ଟଙ୍କା ମୂଲ୍ୟ ଯନ୍ତ୍ରାଂଶ,କଞ୍ଚାମାଲ ଖତ ଖାଉଛି!

ରାଜ୍ୟ ଗଭୀର ଋଣ ଯନ୍ତାରେ,ହେଲେ ନିଘା ନାହିଁ ସରକାରଙ୍କର କି ପଘା ନାହିଁ ସରକାରୀ ବୋଲାଉଥିବା ତଥା କଥିତ କର୍ମଚାରୀ ମାନଙ୍କର। ଖଣି ବହୁଳ ଶିଳ୍ପ ଲଘୁ ଅଞ୍ଚଳରେ ସାଧାରଣ ଲୋକେ କେମିତି ଦୁଃଖ କଷ୍ଟରେ ଜୀବନ ଜୀଉଁଛନ୍ତି ତାହା ଦେଖିବାକୁ ବେଳ କାହାର ବି ନାହିଁ। କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତିକୁ ଉଜାଡି ଦେଇ,ଖତରେ ଫିଙ୍ଗି ବାବୁ ମାନେ ଦରମା ଓ ଠିକାଦାର ନିଜ ପାଉଣା ଯଥାବିଧି ବୁଝି ନେଉଛନ୍ତି ବୋଲି ଅଭିଯୋଗ ହୋଇ ଆସୁଛି। ଏ ସମ୍ପର୍କରେ କେନ୍ଦୁଝର ଜିଲ୍ଲା, ଘଷିପୁରାରୁ ଆମ ପ୍ରତିନିଧି ରତିକାନ୍ତ ସାହୁଙ୍କ ବିଶେଷ ଆଲେଖ୍ୟ:-

କେନ୍ଦୁଝର ଜିଲ୍ଲା,ଶାଳପଡ଼ା ଡିଭିଜନ ୱର୍କସପ ପାଲଟିଛି ଭୂତ ଖାନା!







