ଦେଶ-ପରଦେଶଖବର

ଡିସେମ୍ବରରେ ବାହାହେବେ ଟେନିସତାରକା ସାନିଆମିର୍ଜାକଂ ଭଉଣୀ

Spread the love

ଟେନିସ ତାରକା ସାନିଆମିର୍ଜାକୁଂ କିଏ ଅବା ନ ଜାଣେ ?ଆଉ ମହମ୍ମଦଆଜାରୁଦ୍ଦିନକଂ ନାଁ ବି କ୍ରିକେଟ ପ୍ରେମୀକୁଂ କୋଉ ଅଛପା ଯେ ?

ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ କ୍ରିକେଟ ଟିମ ର ପୂର୍ବତନ କ୍ୟାପଟେନ ମହମ୍ମଦଆଜାରୁଦ୍ଦିନକଂ ପୁଅ ଅସାଉଦ୍ଦିନ (ଆବାସ)୨୯ ବର୍ଷ ,କ୍ରିକେଟର ଜଣେ ବାମହାତି ବ୍ୟାଟସମ୍ୟାନ ଓ ଜଣେ ଆଇନଜୀବି ମଧ୍ୟ ସେ ଟେନିସତାରକା ସାନିଆ ମିର୍ଜାକଂ ଭଉଣୀ ଅନମ୍ ମିର୍ଜାକୁଂ ବିବାହ କରିବେ।ଏହାକୁ ଆଜାରୁଦ୍ଦିନ ସ୍ୱୀକାର କରି କହିଛନ୍ତି କି ଖବର ସତ୍ୟ, ଖୁବ ଶୀଘ୍ର ବିବାହ ତାରିଖ ଧାର୍ଯ୍ୟ ହେବ ।ଏହି ବିବାହ ଡିସେମ୍ବରରେ ହୋଇପାରେ । ଅନମ୍ ଏବେ ଫେସନ ଷ୍ଟାଇଲିଷ୍ଟ ବ୍ରୁତ୍ତିରେ ଅଛନ୍ତି । ତାଂକପିତା ବେଶ ଗର୍ବିତ ଯେ ତାଂକର ଦୁଇଜଣ ଜ୍ୱାଇଁ ହେବେ କ୍ରିକେଟର,ସାନିଆ ପାକିସ୍ଥାନ କ୍ରିକେଟର ସୋୟାବ ମଲ୍ଲିକକଂ ପତ୍ନୀ ।

Leave a Reply

Your email address will not be published. Required fields are marked *

ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପଥରେ କେନ୍ଦ୍ରରେ ଆଉଥରେ ମୋଦୀ ସରକାର!!

Spread the love

Spread the loveବ୍ୟୁରୋ ନିଉଜ,୨୫/୦୫ ସାଧାରଣ ନିର୍ବାଚନର ଅନ୍ତିମଚରଣ କେବଳ ଏବେବାକି,ସମସ୍ତଙ୍କ ମନରେ […]

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ:ରାଜ୍ୟ ବାର କାଉନସିଲ ମାନେ ଅଧିବକ୍ତା ପଞ୍ଜିକରଣ ଦେୟ ୬୦୦ଟଙ୍କାରୁ ଅଧିକ ନେଇପାରିବେ ନାହିଁ

Spread the love

Spread the loveକଟକ(ସ୍ଵ.ପ୍ର)ଦେଶର ସର୍ବୋଚ୍ଚ ଅଦାଲତ ମାନ୍ୟ ବର ସୁପ୍ରିମ କୋର୍ଟଙ୍କ ଐତିହାସିକ […]

ଏସ.ଭି ନିର୍ତାର,ଓଲଟପୁରର ନୂତନ ୧୦୦ ଶଯ୍ୟା,କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

Spread the love

Spread the loveଓଲଟପୁର ସ୍ଥିତ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି […]