ଦୁର୍ନିତି

ଦୁର୍ଘଟଣା: ପୁଲିସ କର୍ମଚାରୀ ଗୁରୁତର !

Spread the love

କଟକ ସଦର ୨୦।୮ (ବିଶେଷ ପ୍ରତିନିଧି) କଟକ ସଦର ପୁଲିସରେ କାର୍ଯ୍ୟରତ ବଡପାଟସୁନ୍ଦରପୁରର ସୂର୍ଯ୍ୟକାନ୍ତ ସ୍ୱାଇଁ (୨୭)ସଦର ଥାନାନ୍ତର୍ଗତ ମହୀଧରପଡା ନିକଟରେ ଆଜି ପ୍ରତ୍ୟୁଷରେ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି, ହଠାତ ତାଂକ ଗାଡି ଆଗକୁଏକ କୁକୁର ପଶି ଆସିବାରୁ ଦୁର୍ଘଟଣା ଘଟିଥିଲା ।ସ୍ଥାନୀୟ ଲୋକେ ତାଂକୁ ଉଦ୍ଧାରକରି ମହୀଧରପଡା ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେ ତ୍ରିଶୁଳିଆ ନିକଟରେ ରାତି ପାଟ୍ରୋଲିଂ ସାରି ବାଇକ ଯୋଗେ ନିଜ ଘର ବଡପାଟସୁନ୍ଦରପୁର ଫେରୁଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]