ଅଂଚଳ ଖବର

ଦେବୀ-କନ୍ଦଳ ଦ୍ୱୀପାଂଚଳରେ କେମିତିଚାଲିଛି ସ୍ୱାସ୍ଥ୍ୟସେବା?

Spread the love

କଟକ ଜିଲ୍ଲା ଦେବୀ-କନ୍ଦଳ ଦ୍ୱୀପାଂଚଳ ରେ ସ୍ୱାସ୍ଥ୍ୟସେବା କେମିତି ମିଳୁଛି ତାହା ଜାଣିବାକୁ ସତ୍ୟାନୁସଂଧାନ ପକ୍ଷରୁ ଆଜି ଏକଅନୁସଂଧାନ କରାଯାଇଥିଲା । ନା ଥିଲେ ଡାକ୍ତର ,ନା ସ୍ୱାସ୍ଥ୍ୟ କର୍ମଚାରୀ।ଲକ୍ଷଲକ୍ଷ ଟଂକାର ସରକାରୀ ଅନୁଦାନରେ ନିର୍ମିତ କୋଠାବାଡି ସବୁ ଯେମିତି ଭୂତକୋଠିର ଭ୍ରମ ସ୍ରୁଷ୍ଟି କରୁଥିଲା। କେବଳ ସ୍ୱାସ୍ଥ୍ୟକେନ୍ଦ୍ର କୋଠା ଯେଏମିତି ଥିଲା ତା ନୁହେଁ ,ଅଂଗନୱାଡି କେନ୍ଦ୍ର କ୍ରୁଷକ ଭବନ ବାରଣ୍ଡାରେ ହେଉଥିବା ଲୋକେ କହିଥିଲେ। ଜଳସଂପଦ ସେକ୍ସନ ମଧ୍ୟ କର୍ମଚାରୀ ବିହୀନ ରହୁଥିବାଅଭିଯୋଗ ହୋଇଛି

ସାଇଲୋବଡବିଲସ୍ୱାସ୍ଥ୍ୟକେନ୍ଦ୍ର ର ସ୍ୱାସ୍ଥ୍ୟ ସେବା

Leave a Reply

Your email address will not be published. Required fields are marked *

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]

କଂଗ୍ରେସର ପଦଯାତ୍ରା ଓ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ

Spread the love

Spread the loveସଭା ପ୍ରାରମ୍ଭରେ ପୂର୍ବତନ କଣ୍ଟାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ୱର୍ଗତଃ […]

ମଧ୍ୟାହ୍ନ ଭୋଜନ ପନିକିରେ ଛାତ୍ରୀଙ୍କ ପାଦ କଟିଲା!ଘଟଣା ଚାପିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଉଦ୍ୟମ!!

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା,(ନିପ୍ର)କଟକ ଗ୍ରାମାଞ୍ଚଳ ଜିଲ୍ଲା,କଣ୍ଟାପଡ଼ା ବ୍ଲକ,ଗୋବିନ୍ଦପୁର ଥାନା ଅନ୍ତର୍ଗତ […]