ଜିଲ୍ଲାଖବର ଦୁର୍ନିତି

ନଦୀବାଲି ଆଡେଇ ଦେଇ ୪ ଲକ୍ଷ ଲୁଟିନେଲେ:ସରକାରୀ ମାଲ ଦରିଆ ମେଁ ଡାଲ…

Spread the love

କଟକ ଗ୍ରାମାଞ୍ଚଳ ଜିଲ୍ଲା ଅନ୍ତର୍ଗତ,ନିଆଳି ବ୍ଲକ,ନିଆଳି ପଞ୍ଚାୟତରେ ନଦୀ ବାଲି ଆଡେ ଇ ଦେଇ ପ୍ରାୟ ୪ଲକ୍ଷ ଟଙ୍କା ସରକାରୀ ପାଣ୍ଠିରୁ ଯୋଜନାବଦ୍ଧ ଭାବେ ଲୁଟି ନିଆ ଯାଇଥିବାର ଅଭିଯୋଗ ହୋଇଛି।ପ୍ରାପ୍ତ ସୂଚନା ଅନୁଯାୟୀ,ପ୍ରାଚୀ ନଦୀ ଶଯ୍ୟାରେ ପଶୁ ସମ୍ପଦଙ୍କ ତୃଷା ନିବାରଣ ଲାଗି ପଞ୍ଚା ୟତ ପକ୍ଷରୁ କୁଆଡେ ଏପରି ଯୋଜନାରେ ଏହି ଅର୍ଥ ବ୍ୟୟ ହୋଇଥିବା କୁହାଯାଉଛି। ତଦନ୍ତ ହେଲେ ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ଆଶା କରାଯାଏ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]