ଦୁର୍ନିତି

ନିଆଳି:ଜିଲ୍ଲାପାଳକଂ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Spread the love

ନିଆଳି ବ୍ଲକ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନରେ କଟକ ଜିଲ୍ଲାପାଳକଂ ଜନଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଭବାନୀ ଶଂକର ଚୟନି, ଅତିରିକ୍ତ ଜିଲ୍ଲାପାଳ ବିଜୟକୁମାର ଖଣ୍ଡାୟତ ରାୟ,ଜିଲ୍ଲା ଗ୍ରାମ୍ୟଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଅବଦାଲ ମହମ୍ମଦ ଅଖତର,ନିଆଳି ପଂଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀମତି କଳ୍ପନା ପାଣି,ନିଆଳି ତହସିଲଦାର ରଂଜନ କୁମାର ଜେନା,ଗ୍ରାମାଂଚଳ ଆରକ୍ଷୀ ଅଧ୍ୟକ୍ଷ ରାଧାବିନୋଦ ପାଣିଗ୍ରାହୀ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସତ୍ୟବ୍ରତ ଛୋଟରାୟ,ଜିଲ୍ଲା ସମାଜ ମଂଗଳ ଅଧିକାରୀ ନିରୂପମା ବେହେରା ପ୍ରମୁଖ ମଂଚାସୀନ ଥିଲେ।ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ମୋଟ୨୫୯ଟି ଆବେଦନ ଦାଖଲ ହୋଇଥିଲା।୨୩୬ଟି ବ୍ୟକ୍ତିଗତ ଆବେଦନ ମଧ୍ୟରୁ ଫନିଘରଭଂଗା ସହାୟତା ଉପରେ ୫୮ ଟି,ପ୍ରଧାନ ମନ୍ତ୍ରୀଆବାସ ୫୩,କାଳିଆ ଯୋଜନା ୨୩ ସମେତ ସାମୂହିକ ସମସ୍ୟାଉପରେ ୨୩ଟି ମଧ୍ୟରୁ ପାନୀୟଜଳ , ବିଦ୍ୟୁତ,ଶିକ୍ଷା ଓ ଆଦର୍ଶ ସ୍କୁଲ ଭିତ୍ତିକ ଥିଲା

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]