ଦେଶ-ପରଦେଶଖବର

“ନିର୍ଦ୍ଦେଶ ମିଳିଲେ ପି.ଓ.କେ ଅକ୍ତିଆର ହେବ” ସେନାମୁଖ୍ୟ ନରଭାଣୀ

Spread the love

ନିର୍ଦ୍ଦେଶ ମିଳିଲେ ପି.ଓ.କେ କୁ ଅକ୍ତିଆର କରାଯିବ” ଏହା କହିଛନ୍ତି ଦେଶର ନୂତନ ସେନାମୁଖ୍ୟ ମନୋଜ ମୁକୁନ୍ଦ ନର୍ଭାଣେ। ଶନିବାରଏକ ପ୍ରେସ ମିଟ୍ ରେ କହିଛନ୍ତି କି ନିକଟ ଅତୀତରେ ସଂସଦରେ ଏଥିନେଇ ପ୍ରସ୍ତାବ ଗ୍ରୁହୀତ ହୋଇଥିଲା ।ପୂର୍ବ ସେନାଧ୍ୟକ୍ଷ ତଥା ବର୍ତ୍ତମାନର ସି.ଡି.ଏସ ଯାହା କହିଥିଲେ ତାହା ଶ୍ରୀ ନର୍ଭାଣେ ମଧ୍ୟ ଦୋହରାଇଛନ୍ତି। ସେ କହିଛନ୍ତି ଜାମୁକାଶ୍ମୀର ଭାରତର ଅଂଗଥିଲା ଏଣୁ ପାକିସ୍ତାନ ଅଧିକ୍ରୁତ କାଶ୍ମୀର ମଧ୍ୟ ଆମର,ପାକିସ୍ତାନଏହାକୁ ଆମଠାରୁ ଛଡାଇ ନେଇଛି।ତେଣୁ ନିର୍ଦ୍ଦେଶ ମିଳିଲେ ସେନା ଏହାକୁ ଅକ୍ତିଆର କରିବ।ପୂର୍ବରୁ ଦେଶର ଗ୍ରୁହମନ୍ତ୍ରୀ ଅମିତଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଏହା କହିସାରିଛନ୍ତି।ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପରୋକ୍ଷରେ ଲଢେଇ ପାଇଁ ପ୍ରସ୍ତୁତ ଥିବା କହିସାରିଛନ୍ତି

ଭାରତକୁ ଲାଗିଥିବା ପାକିସ୍ଥାନ ଅଧିକ୍ରୁତ କାଶ୍ମିର

2 thoughts on ““ନିର୍ଦ୍ଦେଶ ମିଳିଲେ ପି.ଓ.କେ ଅକ୍ତିଆର ହେବ” ସେନାମୁଖ୍ୟ ନରଭାଣୀ

Leave a Reply

Your email address will not be published. Required fields are marked *

ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପଥରେ କେନ୍ଦ୍ରରେ ଆଉଥରେ ମୋଦୀ ସରକାର!!

Spread the love

Spread the loveବ୍ୟୁରୋ ନିଉଜ,୨୫/୦୫ ସାଧାରଣ ନିର୍ବାଚନର ଅନ୍ତିମଚରଣ କେବଳ ଏବେବାକି,ସମସ୍ତଙ୍କ ମନରେ […]

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ:ରାଜ୍ୟ ବାର କାଉନସିଲ ମାନେ ଅଧିବକ୍ତା ପଞ୍ଜିକରଣ ଦେୟ ୬୦୦ଟଙ୍କାରୁ ଅଧିକ ନେଇପାରିବେ ନାହିଁ

Spread the love

Spread the loveକଟକ(ସ୍ଵ.ପ୍ର)ଦେଶର ସର୍ବୋଚ୍ଚ ଅଦାଲତ ମାନ୍ୟ ବର ସୁପ୍ରିମ କୋର୍ଟଙ୍କ ଐତିହାସିକ […]

ଏସ.ଭି ନିର୍ତାର,ଓଲଟପୁରର ନୂତନ ୧୦୦ ଶଯ୍ୟା,କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

Spread the love

Spread the loveଓଲଟପୁର ସ୍ଥିତ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି […]