ଅଂଚଳ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃଅଟଳ ବିହାରୀ ବାଜପେୟୀକଂ ସ୍ମ୍ରୁତି ତର୍ପଣଓ ଶ୍ରାଦ୍ଧ ସଭାଅନୁଷ୍ଠିତ

Spread the love

ବିଜେପି ନେତା ବେଣୁଧର ବେହେରା ଓ ପ୍ରତାପ ଚନ୍ଦ୍ର ରାଉତରାୟ କଂ ନେତ୍ରୁତ୍ୱରେ ସ୍ୱର୍ଗତଃ ପ୍ରଧାନମନ୍ତ୍ରୀ ଶ୍ରୀଅଟଳ ବିହାରୀ ବାଜପାୟୀକଂ ସ୍ମ୍ରୁତି ତର୍ପଣ ଓ ଶ୍ରାଦ୍ଧସଭା ଅନ୍ଧକପିଳେଶ୍ୱର ପୀଠରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଏହି ଦୁଇ ନେତାକଂ ସହିତ ସୁନାକର ବେହେରା,ପ୍ରତାପଚନ୍ଦ୍ର ଜେନା,ଶରତକୁମାର ପରିଡା,ଲକ୍ଷ୍ମୀଧର ରାଉତ,ରିନା ରାଣୀ ମଲ୍ଲିକ,ବର୍ଷା ରାଣୀ ପରିଡା,ପୁଷ୍ପଲତା ସାହୁ,ସୁଚିତ୍ରା ନନ୍ଦିନୀ ରାଉତରାୟ, ସୁବାସ ଚନ୍ଦ୍ର ସ୍ୱାଇଁ,ବନିତା ସ୍ୱାଇଁ, ଅନ୍ତର୍ଯ୍ୟାମୀ ବେହେରା, ଛବିମଲ୍ଲିକ,ରୋହିତ ମଲ୍ଲିକ,ରଂଜିତ ରାୟ,ଚନ୍ଦ୍ରିକା ବେହେରା, ରାକେଶ କୁମାରକଂ ସମେତ ଅନ୍ଧକପିଳେଶ୍ୱର ମନ୍ଦିର ର ବହୁ ସାଧୁସନ୍ଥ ତଥା ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]

କଂଗ୍ରେସର ପଦଯାତ୍ରା ଓ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ

Spread the love

Spread the loveସଭା ପ୍ରାରମ୍ଭରେ ପୂର୍ବତନ କଣ୍ଟାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ୱର୍ଗତଃ […]

ମଧ୍ୟାହ୍ନ ଭୋଜନ ପନିକିରେ ଛାତ୍ରୀଙ୍କ ପାଦ କଟିଲା!ଘଟଣା ଚାପିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଉଦ୍ୟମ!!

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା,(ନିପ୍ର)କଟକ ଗ୍ରାମାଞ୍ଚଳ ଜିଲ୍ଲା,କଣ୍ଟାପଡ଼ା ବ୍ଲକ,ଗୋବିନ୍ଦପୁର ଥାନା ଅନ୍ତର୍ଗତ […]