ଅଂଚଳ ଖବର

‘ଫନି’ଘରଭଂଗା ହିତାଧିକାରୀ ଚୟନରେ ବ୍ୟାପକଅନିୟମିତତା: ପ୍ରତିବାଦରେ ନିଆଳି ବି.ଜେ.ପି ର ଆନ୍ଦୋଳନ ଚେତାବନୀ

Spread the love

ନିଆଳି : ‘ଫନି’ଘରଭଂଗା ଓ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ନିଆଳି ବିଜେପି ପକ୍ଷରୁ ଛବିମଲ୍ଲିକକଂ ନେତ୍ରୁତ୍ୱରେ ଶତାଧିକ କର୍ମୀ ବ୍ଲକ ଓ ତହସିଲ ପ୍ରଶାସନକୁ ଭେଟି ୭ ଦଫା ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।ଏହାର ଯଥାଶୀଘ୍ର ସୁବିଚାର ନ ହେଲେ ଦଳ ପକ୍ଷରୁ ନିଆଳି ବ୍ଲକ ସମ୍ମୁଖରେ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଅବଲମ୍ବନ କରାଯିବାକୁ ଚେତାବନୀ ଦିଆ ଯାଇଛି ବ୍ଲକରେ ବିଡିଓ ଅଶୋକ କୁମାର ଲେଂକା ଓ ତହସିଲଦାର ରଂଜନ କୁମାର ଜେନା ଦାବୀପତ୍ର ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]

କଂଗ୍ରେସର ପଦଯାତ୍ରା ଓ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ

Spread the love

Spread the loveସଭା ପ୍ରାରମ୍ଭରେ ପୂର୍ବତନ କଣ୍ଟାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ୱର୍ଗତଃ […]

ମଧ୍ୟାହ୍ନ ଭୋଜନ ପନିକିରେ ଛାତ୍ରୀଙ୍କ ପାଦ କଟିଲା!ଘଟଣା ଚାପିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଉଦ୍ୟମ!!

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା,(ନିପ୍ର)କଟକ ଗ୍ରାମାଞ୍ଚଳ ଜିଲ୍ଲା,କଣ୍ଟାପଡ଼ା ବ୍ଲକ,ଗୋବିନ୍ଦପୁର ଥାନା ଅନ୍ତର୍ଗତ […]