
ବରୁଣେଇ ସେବାସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ
କଟକସଦର ସବଡିଭିଜନ🙁ପ୍ରତିନିଧି ହେମନ୍ତ ସ୍ୱାଇଁକଂ ରିପୋର୍ଟ) କଟକ ଜିଲ୍ଲା ସଦର ସବ ଡିଭିଜନ ଅନ୍ତର୍ଗତ ବଡପାଟସୁନ୍ଦରପୁର ବରୁଣେଇ ପ୍ରାଥମିକ ସେବା ସମବାୟ ସମିତିରେ ଚଳିତ ୨୦୧୯-୨୦ ଖରିଫ ଧାନ ସଂଗ୍ରହ ଆଜି ପୂର୍ବାହ୍ନରେ ପାରମ୍ପରିକ ପୂଜାର୍ଚ୍ଚନା ପୂର୍ବକ ଆରମ୍ଭ ହୋଇଛି। ଆଦରଣୀୟ ଅତିଥି ମାନକଂ ମଧ୍ୟରେ ଚାଷୀ ସଭାପତି ହ୍ରୁଦାନନ୍ଦ ମହାପାତ୍ର ଉଦଘାଟନ କରିଥିଲେ,ସମିତିର ଭାରପ୍ରାପ୍ତ ସଂପାଦକ କ୍ଷୀରୋଦ ଚନ୍ଦ୍ର ମଲ୍ଲିକ,ଡି.ଇ.ଓ ସୁକାନ୍ତ କୁମାର ସେନାପତି,ସହକାରୀ ଡି.ଇ.ଓ କାର୍ତ୍ତିକ ଚନ୍ଦ୍ର ସାହୁ ଓ ଚାଷୀ ଯୁଦ୍ଧିଷ୍ଠିର ମୂଳିଆ, ସତ୍ୟପ୍ରିୟ ଜେନା ,ଗୁଣ ନିଧି ମଲ୍ଲିକ ,କେଦାର ବିଶ୍ୱାଳ ,ନିରଂଜନ ପ୍ରଧାନ,ଲକ୍ଷ୍ମୀଧରଓଝା, ଶରତ ବେହେରା ,ମନୋଜ ଜେନା ,ଅଶୋକ ମହାନ୍ତି,ନିହାର ରଂଜନ ବିଶ୍ୱାଳ,ପର୍ଶୁରାମ ମହାପାତ୍ର,ବିଶ୍ୱନାଥ ପ୍ରଧାନ,କେଦାର ନାଥ ସ୍ୱାଇଁ,ନିରଂଜନ ବିଶ୍ୱାଲକଂ ସମେତ ୩୧ ଜଣ ଚାଷୀକଂ ଠାରୁ ୯୫୨ କ୍ୱିଣ୍ଟାଲ ଧାନ ସଂଗ୍ରୁହୀତ ହୋଇଛି
