ଦୁର୍ନିତି

ବିଦେଶୀ କୁକୁର ପୋଷି ଚାଷୀ ବିଲରୁ ପନି,ପରିବା ଚୋରିରେ କୁକୁରର ପେଟ ଭରୁଛନ୍ତି?ବୃତ୍ତିରେ ନକଲି ଓକିଲ!!! :ଭିଡିଓରେ ଗାଁ ଚାଷୀଙ୍କ ମୁହଁରୁ ଅଭିଯୋଗ ଶୁଣନ୍ତୁ

Spread the love
ନକଲିଓକିଲଙ୍କ ବିଦେଶୀ କୁକୁର ଖାଉଛି ଚାଷୀଙ୍କ ବିଲରୁ ଚୋରୀ କାକୁଡି,ଜହ୍ନି – ଜାଣନ୍ତି କି? ଶୁଣନ୍ତୁ ଭିଡିଓ ରେ ଗାଁ ର ଚାଷୀ ଜଣେ କଣ କହୁଛନ୍ତି

ବୃତ୍ତିରେ ନକଲି ଓକିଲ ବୋଲି ଚାରିଆଡ଼େ ହାଲା ଗୁଲ୍ଲା! ଥାନା ରେ ଏକାଧିକ ମାମଲା! ବିଦେଶୀ କୁକୁର ପୋଷିଛନ୍ତି ,କୁକୁର ପେଟ ଭରିବାକୁ ଚାଷୀ ବିଲରୁ ପନି,ପରିବା ଚୋରୀ କରୁଛନ୍ତି ବୋଲି ଅଭିଯୋଗ!! ଶୁଣନ୍ତୁ ଗାଁ ର ଚାଷୀ ସୋମନାଥ ପ୍ରଧାନ,ବ୍ରହ୍ମପୁର କଣ କହୁଛନ୍ତି।ଘଟଣା କଣ୍ଟାପଡ଼ା ତହସିଲ ଅଧିନସ୍ଥ ଦେବୀ-କନ୍ଦଳ ଦ୍ଵିପାଞ୍ଚଳ ର ଏକ ଗାଁ ର……।ସକାଳୁ ଉଠି ପୋଷିଥିବା ବିଦେଶୀ କୁକୁରକୁ ମଳ ତ୍ୟାଗ ନିମନ୍ତେ ବୁଲାଇ ନେବା ସହିତ ଚାଷରୁ ପେଟ ପୋଷୁଥିବା ଆଖ ପାଖ ଗାଁ ର ଚାଷୀଙ୍କ ବିଲରୁ କାକୁଡି,ଜହ୍ନି ଆଦି ଛିଣ୍ଡେଇ କୁକୁର ଆଗକୁ ପକାନ୍ତି ଓ କୁକୁର ତାହା ଖାଇ ମାଲିକ ସାଙ୍ଗରେ ଘରକୁ ଫେରେ।ନିଜକୁ ଓକିଲ କହୁ ଥିବାରୁ ଭୟରେ ଗାଁ ଲୋକେ ଘଟଣା ଦେଖି ମଧ୍ୟ ଥାନାକୁ ଯାଇ ପାରନ୍ତି ନାହିଁ ବୋଲି ନିଜେ ଚାଷୀ ସୋମ ନାଥ ପ୍ରଧାନ ଆଜି କହି ଛନ୍ତି।

Leave a Reply

Your email address will not be published. Required fields are marked *

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]

ରାମ ରାଜ୍ୟରେ ରାବଣ ଉତ୍ପାତ!! ଯୋଗାଣ ଦୁର୍ନୀତି ମହାକୁମ୍ଭରେ ଯୋଗାଣମନ୍ତ୍ରୀ ଓ ସଚୀବ: ତୁରନ୍ତ ବିଭାଗ ପରିବର୍ତ୍ତନ ଦାବୀ!!!

Spread the love

Spread the loveମୋହନ ସରକାରଙ୍କ ନିର୍ଦ୍ଦେଶ ପାଳନ ହେଉଛି କେମିତି??? ଆସନ୍ତୁ ଜାଣିବା […]