
ବିଧବା ମହିଳାଙ୍କ ସହ ଅବୈଧ ପ୍ରେମରେ ଲିପ୍ତ ପ୍ରାଥମିକ ଶିକ୍ଷକ

ସଙ୍ଗିନୀ ରେ ! ରାସ ରଙ୍ଗିନୀ ରେ ! ବାରେ କ୍ଷମା କର…….ଏମିତି ଚାଲିଛି ଦୁର୍ଘଟଣାରେ ସ୍ବାମୀଙ୍କୁ ହରେଇ ବିଧବା ପାଲଟି ଥିବା ଜଣେ ଅସହାୟା ମହିଳାଙ୍କ ସହିତ ଜଣେ ସରକାରୀ ପ୍ରାଥମିକ ଶିକ୍ଷକଙ୍କ ଅବୈଧ ପ୍ରେମ କାହାଣୀ।ଘଟଣାଟି କଟକ ଜିଲ୍ଲା ,ଗୋବିନ୍ଦପୁର ଥାନା ଅନ୍ତର୍ଗତ,ଗୋବିନ୍ଦପୁର ପଞ୍ଚାୟତର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ଶିକ୍ଷକଙ୍କ ଘଟଣା।ନିଜର ୩ ସନ୍ତାନ,ସମସ୍ତେ ବିବାହିତ ଓ ବିବାହିତା।ଶିକ୍ଷକଙ୍କ ଅବସର ସମୟ ବି ଆଉ ୪/୫ ବର୍ଷ।ଗୁରୁ ଭଳି ସମାଜର ଏକ ସମ୍ମାନ ଜନକ ପଦବୀରେ ଅବସ୍ଥାପିତ ଥାଇ, ଏ ପରିଣତ ବୟସରେ,ନିଜର ବିବାହିତା ପତ୍ନୀ ଘରେ ଥିବା ସତ୍ତ୍ୱେ ଜଣେ ବିଧବା ମହିଳାଙ୍କ ସହ ଏପରି ଅବୈଧ ପ୍ରେମରେ ଜୁଡୁ ବୁଡୁ ହେବାକୁ ସ୍ଥାନୀୟ ଅଞ୍ଚଳରେ ଘୋର ନାପସନ୍ଦ କରାଯାଇଛି। ବିଭିନ୍ନ ଉପାୟରେ ଜଣେ ଅସହାୟା ମହିଳାଙ୍କ ଅସହାୟତାର ଫାଇଦା ଉଠେଇ ଆର୍ଥିକ ସହାୟତା ନାମରେ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି।ଗୋବିନ୍ଦପୁର ଥାନା ପୁଲିସ ଓ କଣ୍ଟାପଡ଼ା ନିମ୍ନ ପ୍ରାଥମିକ ଶିକ୍ଷକ ସଂଘ ବେଳହୁଁ ଦୃଷ୍ଟି ନ ଦେଲେ ଆଗକୁ ବିପଦ ଥାଇପାରେ।
ସବୁଠୁ କୌତୁହଳର କଥା ଯେ ସଂପୃକ୍ତ ଶିକ୍ଷକ ଜଣଙ୍କ ଜଣେ ଅବସର ପ୍ରାପ୍ତ ଆଦର୍ଶ ାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାାା ଶିକ୍ଷକଙ୍କ ପୁତ୍ର ହୋଇଥିବା ବେଳେ ତିନି ଜଣ ବିଧବା ମହିଳାଙ୍କ ସହ ଓ ଜଣେ ସ୍ଵାମୀ ଥିବା ମହିଳାଙ୍କ ସହିତ ଏକ ସମୟରେ ଏପରି ରାସଲୀଳା ଚଳାଇଛନ୍ତି।ସ୍ଥାନୀୟ ଅଞ୍ଚଳରେ ଛାତ୍ର ଛାତ୍ରୀ ମହଲରେ ଏହାର କୁ ପ୍ରଭାବ ପଡୁଛି।











କଣ୍ଟାପଡ଼ା ତହସିଲ,ଗୋବିନ୍ଦପୁର ଥାନା,ସାଇଲୋ ଝାରପଡ଼ା଼ାଦେବୀ ନଦୀ ଘାଟରୁ ଉଠାଣ ବାଲି ଚାଲାଣ ହେଉଛି।










କଟକ ଜିଲ୍ଲା, କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ, ସାଇଲୋ ଝ୍ଝାରପଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ,ସାଇଲୋ ଝାରପଡ଼ା ଗ୍ରାମର ଜଣେ ସଫଳ ଓ ଅଗ୍ରଣୀ ଚାଷୀ ଶରତ ବେହେରା ମକା ଚାଷରେ ବେଶ୍ ଅଭିଜ୍ଞତା ଓ ପାରଦର୍ଶିତା ରହିଛି।ବେବି କର୍ଣ ଓ ସୁଇଟ କର୍ଣ୍ଣ ଭଳି ଉତ୍ତମ କିସମର ମକା ଚାଷ ନିମନ୍ତେ ରାଜ୍ୟ ସରକାରଙ୍କ କୃଷି ବିଭାଗ ଅଧୀନସ୍ଥ ଆତ୍ମା ପକ୍ଷରୁ ତାଙ୍କୁ ମଞ୍ଜି,ତଥା ସମସ୍ତ ବୈଷୟିକ ସହାୟତା,ପରାମର୍ଶ ଓ ଜ୍ଞାନ କୌଶଳ ଯୋଗାଇ ଦିଆଯାଇଥାଏ।ସେ ସମସ୍ତ ପରାମର୍ଶ ଓ ସହାୟତାର ଉପଯୋଗ କରି ଏହି ଲାଭଜନକ ମକାରୁ ବେଶ ଲାଭ ପାଇଥାନ୍ତି।ସ୍ଥାନୀୟ ଭାବେ ଏହିସବୁ ମକାର ବେଶ ଚାହିଦା ରହିଥିବା ବେଳେ ଏହାର ବିକ୍ରିବଟା ରେ ସେପରି ସମସ୍ୟା ନ ଥାଏ।ଏହାର ବଜାର ଚାହିଦା ବି ଖୁବ୍ ସନ୍ତୋଷ ଜନକ ବୋଲି ନିଜେ ଏହି ଚାଷୀ ଜଣଙ୍କ ପ୍ରକାଶ କରିଛନ୍ତି।ତେବେ କରନା କଟକଣା ଲାଗି ବଜାର ରେ କିଛି ସମସ୍ୟା ହୋଇଥିବାକୁ ଦାୟୀ କରିଛନ୍ତି। କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ନାହାଳପୁର ପଞ୍ଚାୟତ,ଜୋହଳ ଗ୍ରାମ ଶେଷ ମୁଣ୍ଡରେ, ସରକାରୀ ପିଚୁ ରାସ୍ତା କଡ଼ରେ ଥିବା ଏହି ଜମିକୁ ବିଦ୍ୟୁତ୍ ଶକ୍ତି ଚାଳିତ ତାଙ୍କ ନିଜସ୍ଵ ଗଭୀର ନଳ କୂପ ରହିଛି। ଅଞ୍ଚଳରେ ମକା ଚାଷ ପ୍ରତି ବିଶେଷ ଆଗ୍ରହ ଦେଖାଉ ନ ଥିବା ଚାଷୀମାନଙ୍କ ନିମନ୍ତେ ସେ ବେଶ ଉଦାହରଣ ପାଲଟିଥିବା ବେଳେ,ସରକାରଙ୍କ କୃଷି ବିଭାଗ ଅଧିକାରୀ ଓ ଆତ୍ମାକୁ ବିଶେଷ କୃତଜ୍ଞତା ଜଣାଇଛନ୍ତି

