ଦୁର୍ନିତି

ବୋଲେରୋ ଚୋରି ଅଭିଯୋଗରେ ସଂଦ୍ଗିଧ ଥାନାରେ ଅଟକ!

Spread the love

କଟକ/କଣ୍ଟାପଡା( ନି.ପ୍ର)୧୪/୮ ଗୋବିନ୍ଦପୁର ଥାନା ଅନ୍ତର୍ଗତ, ବଡପାଟସୁନ୍ଦରପୁର ଗ୍ରାମରୁ ଗତକାଲି ରାତିରେ ଜଣେ ବ୍ୟକ୍ତିକଂ ଘର ନିକଟରେ ରଖାଯାଇଥିବା ଏକ ବୋଲେରୋ ନମ୍ବରOR02AH3400କୁ ନିର୍ଦ୍ଦିଷ୍ଟ ଭାବେ ଜଣେ କୁଖ୍ୟାତଅସାମାଜିକ ଯୁବକ ଓ ତାର୪ଜଣସହଯୋଗି ମିଳି ଚୋରାଇ ନେଇଥିବା ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।ପୁଲିସ ସଂଦିଗ୍ଧଅଭିଯୁକ୍ତ କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି

ପ୍ରାପ୍ତ ସୁଚନାନୁଯାୟି, ବଡପାଟସୁନ୍ଦରପୁର ନଈକୁଳସାହି ର ରସାନନ୍ଦ ମହାନ୍ତି ତାଂକର ବାରଂଗଥାନା ଅଂଚଳର ଜଣେ ସଂପର୍କିୟ କଂ ନାମରେ ଥିବା ବୋଲେରୋ କୁ ନିଜଦାୟିତ୍ୱରେଆଣି ବୁଝାଶୁଝା କରୁଥିଲେ । ଗତକାଲି ରାତିରେ ସବୁଦିନ ପରି ନିଜ ଘର ନିକଟରେ ରଖିଥିଲେ। ସ୍ଥାନିୟ ଅଂଚଲର ସମ୍ବିତ କୁମାର ପଣ୍ଡା ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ୪ଜଣଅଚିହ୍ନା ଯୁବକ କଂ ସହ ସେଠାରେ ପଇଂତରା ମାରୁଥିବା ଥାନାରେ ଦାଖଲ ଅଭିଯୋଗ ପତ୍ର ରେ ଉଲ୍ଲେଖ ରହିଛି। ପୁଲିସ ସମ୍ବିତ କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।ଅପରାହ୍ନ ସୁଦ୍ଧା ସମ୍ବିତ ର ସୁଚନା କ୍ରମେ ପୁଲିସ ଅନ୍ୟ ଦୁଇଜଣକୁଂ ଥାନାକୁଆଣି ପଚରାଉଚୁରା ବେଳେ ଏମାନକଂ ବ୍ୟତିତ ଘଟଣାରେ ସଂପ୍ରୁକ୍ତ ଥିବା ଆଉ ଦୁଇଜଣ ସନ୍ଦିଗ୍ଧ କଂ ସଂପର୍କରେ ପୁଲିସକୁ ସୁଚନା ମିଳିଛି ହେଲେ ସେମାନେ ପୁଲିସକୁ ଧରାଦେଇନାହାନ୍ତି। ସଦର ଉପଖଣ୍ଡ ପୁଲିସ ଅଧିକାରି ଘଟଣାର ତଦାରଖ କରୁଛନ୍ତି।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]