breaking News ଅଂଚଳ ଖବର

ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା ଶିବିର ଅନୁଷ୍ଠିତ

Spread the love

କଣ୍ଟାପଡା(ନି.ପ୍ର) ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଯୋଜନାରେ କଣ୍ଟାପଡା ବ୍ଲକ ପ୍ରାଣୀସଂପଦ କାର୍ଯ୍ୟାଳୟ ପକ୍ଷରୁ ଚଉପଡାସ୍ଥିତ ଗ୍ରାମଦେବତୀ ଓମଫେଡ ଆନୁକୂଲ୍ୟରେ ମା ବୁଢୀ ଠାକୁରାଣୀକଂ ପିଠରେ ଆଜି ପୂର୍ବାହ୍ନରେ ଏକ ଗୋ-ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା।ବ୍ଲକ ପ୍ରାଣୀସଂପଦ ଅଧିକାରୀ ଡାକ୍ତର ଉମେଶ ଚନ୍ଦ୍ର ରାଉତ,ସହଯୋଗୀ ପତିତପାବନ ମିଶ୍ର,ଉପେନ୍ଦ୍ରକୁମାର ଦାସ, ସାଇଲୋଝାରପଡା ପ୍ରାଣୀ ସଂପଦ ନିରୀକ୍ଷକ ନରେଶକୁମାର ସାହୁ,ସହଯୋଗୀ ପ୍ରମୋଦ କୁମାର ବେହେରା ପ୍ରମୁଖ ଏହି ଚିକିତ୍ସା ସେବା ସୁବିଧା ଯୋଗାଇଥିଲେ।ଇଶ୍ୱରଚନ୍ଦ୍ର ପ୍ରଧାନ,ବାଲୁଂକେଶ୍ୱର ବେହେରା,ନାରାୟଣ ପ୍ରଧାନ,ଚକ୍ରଧର ଆଚାର୍ଯ୍ୟ,କାଳନ୍ଦୀ ଚନ୍ଦ୍ର ଦାସ, ଗୋପାଳକ୍ରୁଷ୍ଣ ଆଚାର୍ଯ୍ୟ,ମନୋଜ ଦାସ,ବାବାଜୀ ସେଠୀ,ନ୍ରୁସିଂହ ଜେନା,ବାମଦେବ ବେହେରା,ସନ୍ତୋଷ କୁମାର ବେହେରା,ବ୍ରଜବନ୍ଧୁ ବିଶ୍ୱାଳ ,ବିଜୟ କୁମାର ଭୋଇ,ଶବରସେଠୀ,ପୁଷ୍ପଲତା ଭୋଇ,ରମାକାନ୍ତ ଦାସ,ନିମାଇଁ ଚରଣ ଜେନା,ଭାଲୁ ଭୋଇ,ଶୁକଦେବ ପ୍ରଧାନ,ବାସୁଦେବ ପ୍ରଧାନ,ଉଦ୍ଧବ ପ୍ରଧାନ,ମନୋଜ କୁମାର ଓଝା,ସୁବ୍ରତ କୁମାର ଓଝା,ରତ୍ନାକର ଓଝା,ଲକ୍ଷ୍ମିଧର ଓଝା,ମନୋରଂଜନ ଜେନା,ଉମାକାନ୍ତ ଦାସ,ଅର୍ଜୁନ କୁମାର ଦାସ,କୁଷାଓଝା,ପ୍ରମୁଖ ଗୋ-ପାଳକ ମାନକୁଂଏହି ସୁବିଧା ଯୋଗାଇ ଦିଆଯାଇଥିଲା

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]