ଦୁର୍ନିତି

ଯଶପଡାର ଯଶ ରଖିଲେ ଲୋକପ୍ରତିନିଧି:ଆବାସ ଯୋଜନା ପାଇବାକୁ କୋଠାଘର ଥାଇ ବି ତଂଚକତା !

Spread the love

ବିଜେଡି ନେତାକଂ ଆଉ ଏକ କଳା ଯଶକିର୍ତ୍ତୀ ଏବେ ପଦାକୁ ଆସିଛି । ଲୋକେ କହୁଛନ୍ତି ଯଶପଡାର ଯଶ ଏଇ ଲୋକ ପ୍ରତିନିଧି ଜଣକଂ ପ୍ରକ୍ରୁତରେ ରଖିଲେ । କଥାଟି ହେଉଛି ଲୋକ କଂ ସେବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦି କଟକ ସଦର ବ୍ଲକ ଯଶପଡା ପଂଚାୟତରୁ ବିଜେଡି ଦଳର ସମର୍ଥନରେ ଲୋକପ୍ରତିନିଧି ଭାବେ ଜିତିଲେ । ଗ୍ରାମରେ କୋଠାଘର କଟକରେ ବି କୋଠାଘର ହେଲେ ବାବୁ ଜଣକଂ ଲୋକ କୁଂ ସୁବିଧା ଦେବେ କଣ ଓଲଟା ମାଗଣା ଆବାସ ଯୋଜନା ଲୋଭରେ ନିଜ ଧର୍ମପତ୍ନୀକଂ ନାମ ତାଲିକାରେ ଭରିଛନ୍ତି, ଖାଲି ସେତିକି ନୁହେଁ ଦଳ କ୍ଷମତାରେ ଥିବାରୁ ଗୋଟାଏ ଚାଳଘର ନୂଆ ଠି ଅ‍ା କରେଇ ଇନକ୍ୱାରୀ ବାବୁ ମାନକୁଂ ବି ଭୁତେଇ ଦେଇଛନ୍ତି । ଲୋକେ ଏକଥା ଦେଖି ତାଜୁବ , କହୁଛନ୍ତି ଧନ୍ୟ ହେ 5T (ଟିକ୍ ଟକ୍ )ସରକାର ପାଠକ କଂ ସଦୟ ଅବଗତି ନିମନ୍ତେ ପେଶ୍ କରୁଛୁ(କଳିଂଗ ଷ୍ଟୁଡିଓ ଭିତରେ ସୁଟିଂ ପାଇଁ ତୁରନ୍ତ ଚାଳଘର ତିଆରି କଲାପରି )(ମାଗଣା ଘର ପୁଣି ନିଜ ପତ୍ନୀକଂ ନାମରେ ପାଇବାକୁ) କେମିତି ମାଟିଘର ତିଆରି କରାଯାଇଛି ଦେଖନ୍ତୁ……

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]