breaking News ଜିଲ୍ଲାଖବର ଦୁର୍ଘଟଣା ଦୁର୍ନିତି ରାଜ୍ୟଖବର

ଯାଜପୁର:ପାଣିକୋଇଲି ନିକଟରେ ଖଣିରୁ ଲୁହା ପଥର ବୋଝେଇ୧୦ ଚକିଆଟ୍ରକ ପିଟିଲା ମହିନ୍ଦ୍ରାଭ୍ୟାନକୁ# ପାଣିକୋଇଲି ଥାନାରେ ଟ୍ରକସମେତ ଚାଳକ ଅଟକ#ଚାଳକର ଘର ପଂଜାବ,ଡ୍ରାଇଭିଂ ଲାଇସେନସ ନାହିଁ# ଟ୍ରକ ନମ୍ବରOD 09H 8019# ଗାଡିର ପଂଜିକରଣ ଅର୍ଜୁନ ଚରଣବାରିକ,ଢେଂକିକୋଟ,ଘଟଗାଁକଂନାମରେଥିବାବେଳେ,30.3.2019ରୁ ଭ୍ୟାଲିଡିଟି ସରିଥିଲା# ୨ଟି ଗାଡି ନାଁ ରେ ଗୋଟିଏ ଚାଲାଣ କାଟି ଖଣିରୁ ଚୋରାରେଆଇରନ’ଓର’ବୋହୁଥିବା ଦୁର୍ଘଟଣା ପରେ ସନ୍ଦେହ ବଢିଲା#ଚାଳକକଂ ଗୋଟିଏ ଆଖି ନ ଥିବାରୁ ଚାଳକ ଲାଇସେନସ ମିଳି ନଥିବାଆଶଂକା#ପାଣି କୋଇଲି ଥାନାଧିକାରୀ ଅଜୟ କୁମାର ଜେନା ଘଟଣାର ଅନୁସଂଧାନ କରୁଛନ୍ତି

Spread the love
ଲାଇସେନସ ନଥାଇ ଗାଡି ଚାଳନା ପାଣିକୋଇଲିରେ ଧରାପଡିଲା
ଦୁର୍ଘଟଣା ପରେ ଗାଡିସହ ଚାଳକ ପାଣିକୋଇଲି ଥାନାରେ ଅଟକ Satyanusandhana News

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]