
ରାଜପଥ ର ଫୁଟପାଥ ପାଲଟିଛି ଅଟୋ ଷ୍ଟାଂଡ୍ !
ଭୁବନେଶ୍ୱର୧୩/୮(ସ୍ୱତନ୍ତ୍ର ପ୍ରତିନିଧି) ରାଜ୍ୟର ଖୋଦ୍ ରାଜଧାନି ଓ ପୁଲିସ ଡେପୁଟି କମିଶନରକଂ କାର୍ଯ୍ୟାଳୟ ନିକଟରେ ରାଜପଥର ଫୁଟପାଥ୍ ବା ସାଧାରଣ ପଥଚାରି ଟି ପାଇଂ ଉଦ୍ଦିଷ୍ଟ ପାଦଚଲା ରାସ୍ତାକୁ ସଂପୁର୍ଣ ରୁପେଅବରୋଧ କରି ବେସରକାରି ଓ ବ୍ୟବସାୟିକ ଅଟୋରିକ୍ସା ଷ୍ଟାଣ୍ଡ ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି ଫଳରେ ଯାତ୍ରିଏବଂ ପଥଚାରି ସମସ୍ୟା ଭୋଗୁଛନ୍ତି । କମିଶନରେଟ୍ ପୁଲିସ କାର୍ଯ୍ୟାଳୟ ବାଣିବିହାର ଛକ ନିକଟରେ ଯଦିଅବସ୍ଥାଏଭଳି ତେବେ ସହରରଅନ୍ୟ ସ୍ଥାନଗୁଡିକ ସଂପର୍କରେ କଣ ଅବାକୁହାଯିବ ? ଏ ସଂପର୍କରେ କାର୍ଯ୍ୟାଳୟର ଜଣେଅଧିକାରିକଂ ପ୍ରତିକ୍ରିୟା ଲୋଡା ଯାଇଥିଲା ମାତ୍ର ସେ କହିଥିଲେ କି ” ଡେପୁଟି କମିଶନର ଏବେ ନାହାନ୍ତି ସେ ଯାହା ପ୍ରତିକ୍ରିୟା ଦେଇପାରିବେ , ତେବେ ସେ ଏକଥା ତାଂକୁ ଜଣାଇ ଦେବେ”