breaking News ଦୁର୍ନିତି ରାଜ୍ୟଖବର

ରାଜ୍ୟରେ ଦୈନିକ କୋଟିକୋଟି ଟଙ୍କା ନଦୀବାଲି ଚୋରୀର ଗୁମର କଥା…..

Spread the love
କଣ୍ଟାପଡ଼ା ତହସିଲଦାର ଶ୍ରୀ ଆର୍ତ୍ତତ୍ରାଣ ମଲ୍ଲିକ
ଏହା ହେଉଛି କଟକ ଜିଲ୍ଲା,କଣ୍ଟାପଡ଼ା ତହସିଲ ଅନ୍ତର୍ଗତ ଦେବୀ ନଦୀର ପୂର୍ବପାରି ବଡ଼ ଖରମଙ୍ଗା ନଦୀ ବାଲିଘାଟ ଲିଜଧାରିଙ୍କ ବାଲି ୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁବେପାର ଲାଗି ଜଳପଥ ଅବରୁଦ୍ଧ,ପାଣି ମୁନ୍ଦେ ଲାଗି ଡହଳ ବିକଳ ଲୋକେ ନିଜ ଭିତରେ ଚାନ୍ଦା କରି ଜେସିବି ଭଡା ଆଣି ଅବରୁଧ ଜଳପଥକୁ ସଫା କରୁଛନ୍ତି।ତହସିଲଦାର କଣ୍ଟାପଡ଼ା, ନିଦାବିଷ୍ଣୁ ସାଜି ନୀରବ ମୁଦ୍ରାରେ
ମହାନଦୀର ବନ୍ଧ,ବେଆଇନ ବାଲି ଓ ମାଟି ଉଠାଣହେଉଥିବା ରୁ ମୃତ୍ତିକା କ୍ଷୟ
ବୈତରଣୀ ନଦୀର କେନ୍ଦ୍ରାପଡ଼ା ଜିଲ୍ଲା, ଚାରେ ନରେନ୍ଦ୍ରପୁର, ଅଲଭା, ନିମପୂର୍ ଓ ଶ୍ରୀରାମ ପୁର ଠାରେ ବେଆଇନ ବାଲି ଉଠାଣର ଦୃଶ୍ୟ
ଭଦ୍ରକ ଆଖୁଆପଦା, ଦେହୁଡି ଠାରେ ବୈତରଣୀ ନଦୀ ଶଯ୍ୟାରେ ଯାନ୍ତ୍ରିକ ସହାୟତା ରେ ବାଲି ଲୁଟ୍
ଭୁବନେଶ୍ୱର ଦୟାନଦୀ ର ଦୃଶ୍ୟ ସାଟେଲାଇଟ ରୁ
କେନ୍ଦୁଝର ଜିଲ୍ଲା,ଆନନ୍ଦପୁର ସବ ଡିଭିଜନ ଅନ୍ତର୍ଗତ ହାଟଡିହି ବ୍ଲକ,ଆନନ୍ଦପୁର ବ୍ଲକ ,ଓ ଘଷିପୁରା ବ୍ଲକରେ ବୈତରଣୀ,କୁଶୋଇ,ଓ ଶେଢେଇ ନଦୀରେ ଯାନ୍ତ୍ରିକ ପଦ୍ଧତିରେ ବେଆଇନ ବାଲି ଉଠାଣ,ଜାତୀୟ ସବୁଜ ପ୍ରାଧିକରଣ ଓ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶର ଖୁଲମ୍ ଖୁଲା ଉଲଙ୍ଘନ।ସକାଳ ଆଠଟାରୁ ଚାରିଟା ପର୍ଯ୍ୟନ୍ତ ବାଲିଘାଟ କାର୍ଯ୍ୟ କରିବା ନିର୍ଦ୍ଦେଶ ଭଙ୍ଗ

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]