ଅଂଚଳ ଖବର ଜିଲ୍ଲାଖବର ରାଜ୍ୟଖବର ରାଜ୍ୟ-ଅଂଚଳ ଖବର April 1, 2020April 1, 2020satyanusandhanaLeave a Comment on ରାଜ୍ୟ-ଅଂଚଳ ଖବର Spread the love କଟକ(ଗ୍ରାମାଂଚଳ):କଟକ ଗ୍ରାମାଂଚଳ ପୁଲିସ ଜିଲ୍ଲାଅନ୍ତ୍ରର୍ଗତ,ଓଲଟପୁର ଥାନାର କଣ୍ଟାପଡା ଠାରେ ଏକ ଏ.ଟି.ଏମ ଲୁଟିଘଟଣାରେ ସଂପ୍ରୁକ୍ତ ଥିବା ଅଭିଯୋଗରେ ପୁଲିସ ଦୁଇଅଭିଯୁକ୍ତକୁଂ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ୧ଲକ୍ଷ ୫୦ହଜାରରୁ ଉର୍ଦ୍ଧ୍ୱ ଟଂକା ଜବତ କରିଛି।ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ , ଏହି ଥାନାନ୍ତର୍ଗତ ବଡ ଖାଲ ଗାଁ ର ଭଗବାନ ରାଉତରାୟ (୨୬)ପିତା ସୁଦର୍ଶନ (ଏବେ କଣ୍ଟାପଡାରେ ରହୁଥିଲେ)ଗତ ପ୍ରାୟ ୮ମାସ ହେବ କୁଅଁରପୁର ଗ୍ରାମର ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟକଂ କାର ଚଳାଉଥିଲେ ତାଂକର ହଠାତ ଟଂକା ୫ହଜାର ଦରକାର ହେବାରୁ କାର ମାଲିକ ଶ୍ରୀ ଆଚାର୍ଯ୍ୟକୁଂ ସେ ମାଗିଥିଲେ ତେବେ ମାଲିକ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବାରୁ ବିଶ୍ୱାସରେ ଏ.ଟି.ଏମ କାର୍ଡ ଦେଇଥିଲେଏବଂ ପାସୱାର୍ଡ ପିନ ନମ୍ବର ମଧ୍ୟ କହିଦେଇଥିଲେ।ଭଗବାନ ସ୍ଥାନୀୟ କଣ୍ଟାପଡାର ଜିତେନ୍ଦ୍ର ବାରିକ ପିତା ବ୍ରୁନ୍ଦାବନକୁଂ ସାଥିରେ ନେଇ ବ୍ୟାଂକର କଣ୍ଟାପଡା ଶାଖାରୁ ପ୍ରାୟ ୧ଲକ୍ଷ ୬୦ହଜାରରୁ ଉର୍ଦ୍ଧ୍ୱ ଟଂକା ଉଠାଇଥିଲେ।କିନ୍ତୁ ଏ ସଂପର୍କରେ ମାଲିକକୁଂ କିଛି ଜଣାଇ ନ ଥିଲେ କିମ୍ବା କାର୍ଡଟି ମଧ୍ୟ ଫେରାଇ ନ ଥିଲେ।ଅପର ପକ୍ଷରେ ବ୍ୟାଂକପକ୍ଷରୁ ଏହି ଉଠାଣ ସଂପର୍କରେ ସଦ୍ୟତମ ଏସ୍. ଏମ୍.ଏସ ଆଚାର୍ଯ୍ୟକଂ ମୋବାଇଲରେ ପହଂଚିବାରୁ ସେ ଡ୍ରାଇଭରକୁଂ ଖୋଜିଥିଲେ।କଣ୍ଟାପଡା ବଜାରରେ ପାଇ ପଚାରିବାରେ ନାନା ମନଗଢା କାହାଣୀ ଶୁଣିବାକୁ ମିଳିଥିଲା ।ଅଗତ୍ୟା ସେ ଓଲଟପୁର ପୁଲିସରେ ଲିଖିତ ଅଭିଯୋଗ କରିଥିଲେ।ପୁଲିସ ଅଭିଯୁକ୍ତକୁଂ ଅଟକ ରଖି ପଚରାଉଚୁରା ଚଳାଇବାରୁ ଟଂକାକୁ କଣ୍ଟାପଡା ବାଲିକୁଦ ବାଲିରେ ଲୁଚାଇ ରଖିଥିବା ମାନିଯାୟୀ ଥିଲେ। ତଦନୁଯାଯୀ ପୁଲିସ ଲୁଟ ଟଂକାକୁ ଉଦ୍ଧାର କରିଥିଲା ଓ ଅଭିଯୁକ୍ତକୁଂ ଓଲଟପୁର ଥାନା କେଶ ନମ୍ବର ୩୫ / ଦଫାନଂ ୪୦୬,୪୦୮,୩୭୯,୫୦୬/୩୪ ଆଇ.ପି.ସି ରେ କୋର୍ଟ ଚାଲାଣ କରିଛି। ସ୍ଥାନୀୟ ଲୋକକଂ କିଛି ପ୍ରଶ୍ନ ସ୍ୱତଃ ମନରେ ଉଂକି ମାରୁଛି ATM LOOT MONEY RECOVERD BY OLATPUR POLICE ((Satyanusandhana News)Video ଛତିଆ ର ଦ୍ରୁଶ୍ୟ Deviation of Lock-down at Chhatia and Police Action (Satyanusandhana News) Video. କଖଡି ହାଟର ଏ ଦ୍ରୁଶ୍ୟ ସୂଚାଉଛି ଯେ ଲୋକେ କେତେ କରୋନା ସଚେତନତା ପାଳୁଛନ୍ତି !
କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!! Spread the loveSpread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […] June 27, 2025June 27, 2025satyanusandhanaLeave a Comment on କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!! କେମିତି ଚାଲିଛି ଆମ ରାଜ୍ୟ ସ୍ୱାସ୍ଥ୍ୟ ସେବା?? Spread the loveSpread the loveଓଡ଼ିଶା ଲାଗି ଗର୍ବ,ଗୌରବର ଦିନ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ […] June 20, 2025June 20, 2025satyanusandhanaLeave a Comment on କେମିତି ଚାଲିଛି ଆମ ରାଜ୍ୟ ସ୍ୱାସ୍ଥ୍ୟ ସେବା?? ଆଦିବାସୀ ନା ବାଳିକାକୁ ଅସଦାଚରଣ:ଅଭିଯୁକ୍ତ ଥାନାରେ ଅଟକ Spread the loveSpread the loveବଢୁଛି ଅପରାଧ : ଏକା ଦିନକେ ଦୁଇ ଘଟଣା (୧)ଆଦିବାସୀ […] January 31, 2025January 31, 2025satyanusandhanaLeave a Comment on ଆଦିବାସୀ ନା ବାଳିକାକୁ ଅସଦାଚରଣ:ଅଭିଯୁକ୍ତ ଥାନାରେ ଅଟକ ୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ Spread the loveSpread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […] December 30, 2024February 11, 2025satyanusandhanaLeave a Comment on ୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ
କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!! Spread the loveSpread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […] June 27, 2025June 27, 2025satyanusandhanaLeave a Comment on କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!
କେମିତି ଚାଲିଛି ଆମ ରାଜ୍ୟ ସ୍ୱାସ୍ଥ୍ୟ ସେବା?? Spread the loveSpread the loveଓଡ଼ିଶା ଲାଗି ଗର୍ବ,ଗୌରବର ଦିନ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ […] June 20, 2025June 20, 2025satyanusandhanaLeave a Comment on କେମିତି ଚାଲିଛି ଆମ ରାଜ୍ୟ ସ୍ୱାସ୍ଥ୍ୟ ସେବା??
ଆଦିବାସୀ ନା ବାଳିକାକୁ ଅସଦାଚରଣ:ଅଭିଯୁକ୍ତ ଥାନାରେ ଅଟକ Spread the loveSpread the loveବଢୁଛି ଅପରାଧ : ଏକା ଦିନକେ ଦୁଇ ଘଟଣା (୧)ଆଦିବାସୀ […] January 31, 2025January 31, 2025satyanusandhanaLeave a Comment on ଆଦିବାସୀ ନା ବାଳିକାକୁ ଅସଦାଚରଣ:ଅଭିଯୁକ୍ତ ଥାନାରେ ଅଟକ
୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ Spread the loveSpread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […] December 30, 2024February 11, 2025satyanusandhanaLeave a Comment on ୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ