ଅଂଚଳ ଖବର ଜିଲ୍ଲାଖବର ରାଜ୍ୟଖବର ରାଜ୍ୟ-ଆଂଚଳିକ ଖବର March 30, 2020March 31, 2020satyanusandhanaLeave a Comment on ରାଜ୍ୟ-ଆଂଚଳିକ ଖବର Spread the love କଣ୍ଟାପଡା:କରୋନା ଜନିତ ଲକ-ଡାଉନ ଯୋଗୁ କେବଳ ମଣିଷ ନୁହନ୍ତି , ପଶୁ,ପକ୍ଷୀ,ଜୀବ ,ଜନ୍ତୁ ସମସ୍ତେ ଏବେ ଖାଦ୍ୟ ଓ ପାନୀୟ ପାଇଁ ଡହଳ ବିକଳ। ସହଜେତ ତାତି ବଢିଲାଣି ଏତେବେଳେ ଆଜି ଖାଦ୍ୟଓ ପାନୀୟ ସଂଧାନରେ ଚିନ୍ତାରେ ପଡିଥିବା ଏକ ବଣୁଆ ମାଂକଡକଂ ଦଳ ଅଡଶପୁର ସ୍ଥିତ ଶ୍ରୀ ଜୟଦେବକଂ ପୀଠ ଠାରେ କରୋନା ଲକ-ଡାଉନ ଜନିତ ସରକାରୀ ମାଗଣା ଭୋଜନ କେନ୍ଦ୍ର ଠାରେ ପହଂଚିଥିଲେ।ସେମାନକୁଂ ଦେଖି ପତ୍ର ପକାଇ ରନ୍ଧନ ଭାତ ଦିଆ ଯାଇଥିଲେ ହେଁ ସେମାନେ ତାହା ଖାଇ ନ ଥିଲେ ,କେବଳ ପାଣି ପିଇ ଚାଲିଯାଇଥିଲେ (Satyanusandhana News ) ମହାମାରୀ କରୋନା ପ୍ରାଣଘାତକ ଜାଣିସୁଦ୍ଧା ଆମେ ଆମ ଜୀବନ ରକ୍ଷାର ଉଦ୍ୟମ ବଦଳରେ ହାତେ ହାତେ ବହୁମୂଲ୍ୟ ଜୀବନକୁ ହରେଇ ଦେବାକୁ ଚାହିଁଲେ କେଉଁ ପୁଲିସର ଠେଂଗା ଅବା ଆମକୁ ରକ୍ଷା କରିବ ? ବିନାପୁଲିସ ଠେଂଗାରେ ବଡପାଟସୁନ୍ଦରପୁର ହାଟରେ ନା ଅଛି ମୁହଁରେ ମାସ୍କ ନା ସାମାଜିକ ଦୂରତା ?ଆଉ ଅନ୍ୟଟି ହେଉଛି ଅଡଶପୁର ହାଟ ସେଠାରେ ପୁଲିସର ଠେଂଗା ହିଁ କିଛିଟା ନିୟନ୍ତ୍ରଣ ରଖିଛି ହେଲେ ପୁଲିସ ବି ମଣିଷ ତାର ବି ସଂସାର ପିଲା ଛୁଆ ଅଛନ୍ତି ନା ସେମାନେ ନିଜ ଜୀବନକୁ ପାଣିକୁ ଫିଂଗି କେତେଦିନ ସୁରକ୍ଷା ଦେବେ? ବରଂ ଜିଲ୍ଲାପାଳ ସାପ୍ତାହିକ ହାଟଗୁଡିକୁ ମହାମାରୀର ସଂକ୍ରମଣ ବ୍ୟାପିବା ଆଶଂକା ରୁ ବନ୍ଦ କରିଦେଇ ପାରିବାର କ୍ଷମତା ଥିବାରୁ ହାଟଗୁଡିକୁ ସଂପୂର୍ଣ ବନ୍ଦ କରାଯାଉ। ନଚେତ ପରିସ୍ଥିତି ଅଣାୟତ ଆଡକୁ ଯାଇପାରେ ବୋଲି ମତ ପ୍ରକାଶ ପାଉଛି । କଟକ (ଗ୍ରାମାଂଚଳ ):ସେ ମିଠା ମକ୍କା ହେଉ ଅଥବା ସୂର୍ଯ୍ୟମୁଖୀ ,ଜଣେ ଅଗ୍ରଣୀ ଚାଷୀଭାବେ ତାଂକ ନାଁ ସବୁବେଳେ ସାରା ଜିଲାରେ ଆଗରେ ହିଁ ରହି ଆସିଛି ।ନୂତନ ପଦ୍ଧତି ଅଥବା ପାରମ୍ପରିକ ପଦ୍ଧତି ,ଯାହା ଜମି ପାଇଁ ଉପଯୁକ୍ତ ମନେ କରିଛନ୍ତି ତାହାର ସଫଳ ପରୀକ୍ଷଣ ଓ ପ୍ରୟୋଗ ନିଜେ ଆଗେ କରି ଅନ୍ୟ ମାନକଂର ଉଦାହରଣ ଓ ଆଦର୍ଶ ପାଲଟିଛନ୍ତି।ଉତ୍ପାଦନରେ ବେଶ୍ ସଫଳ ଏହି ଚାଷୀ ଜଣକଂ କଟକ ଜିଲ୍ଲା, ଗ୍ରାମାଂଚଳ ,କଣ୍ଟାପଡା ବ୍ଲକ,ସାଇଲୋ ଝାରପଡା ପଂଚାୟତ, ଝାରପଡା ଗ୍ରାମର ସ୍ଥାୟୀ ବାସିନ୍ଦା ଅଟନ୍ତି।ଏବେ ତାଂକର ମୁଖ୍ୟ ସମସ୍ୟା ଯେ ସେ ଉନ୍ନତ କିସମର ସୂର୍ଯ୍ୟମୁଖୀ ଫୁଲ ଚାଷକରିଛନ୍ତି।ଫସଲ ବି ବେଶ ଭଲ ହୋଇଛି ହେଲେ ଫସଲକୁ କୀଟ ଦାଉରୁ ରକ୍ଷା କରିବାକୁ ହେଲେ ତାଂକୁ କୀଟ ନାଶକ ନୁହେଁ ବରଂ କୀଟନାଶକ ଆଣିବାକୁ ଯିବାରେ କରୋନା ଭାଇରସ ଲକ୍-ଡାଉନ କଟକଣା । ନିକଟ ଅତୀତରେ ରାଜ୍ୟ ସରକାରକଂ କ୍ରୁଷି ବିଭାଗ ଏହାକୁଂ ଜ୍ଞାନ ଅଦଳ ବଦଳ ଯୋଜନାରେ ଓଡିଶାର ଅନ୍ୟ କିଛି ବଛାବଛା ଚାଷୀକଂ ସହିତ ମହାରାଷ୍ଟ୍ର ପ୍ରେରଣ କରିଥିଲେ।ତେଣୁ ଏପରିଚାଷୀ ଆମରାଜ୍ୟପାଇଁ ଗର୍ବ ଗୌରବର ବାର୍ତ୍ତାବହ ।
କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!! Spread the loveSpread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […] June 27, 2025June 27, 2025satyanusandhanaLeave a Comment on କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!! କେମିତି ଚାଲିଛି ଆମ ରାଜ୍ୟ ସ୍ୱାସ୍ଥ୍ୟ ସେବା?? Spread the loveSpread the loveଓଡ଼ିଶା ଲାଗି ଗର୍ବ,ଗୌରବର ଦିନ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ […] June 20, 2025June 20, 2025satyanusandhanaLeave a Comment on କେମିତି ଚାଲିଛି ଆମ ରାଜ୍ୟ ସ୍ୱାସ୍ଥ୍ୟ ସେବା?? ଆଦିବାସୀ ନା ବାଳିକାକୁ ଅସଦାଚରଣ:ଅଭିଯୁକ୍ତ ଥାନାରେ ଅଟକ Spread the loveSpread the loveବଢୁଛି ଅପରାଧ : ଏକା ଦିନକେ ଦୁଇ ଘଟଣା (୧)ଆଦିବାସୀ […] January 31, 2025January 31, 2025satyanusandhanaLeave a Comment on ଆଦିବାସୀ ନା ବାଳିକାକୁ ଅସଦାଚରଣ:ଅଭିଯୁକ୍ତ ଥାନାରେ ଅଟକ ୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ Spread the loveSpread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […] December 30, 2024February 11, 2025satyanusandhanaLeave a Comment on ୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ
କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!! Spread the loveSpread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […] June 27, 2025June 27, 2025satyanusandhanaLeave a Comment on କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!
କେମିତି ଚାଲିଛି ଆମ ରାଜ୍ୟ ସ୍ୱାସ୍ଥ୍ୟ ସେବା?? Spread the loveSpread the loveଓଡ଼ିଶା ଲାଗି ଗର୍ବ,ଗୌରବର ଦିନ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ […] June 20, 2025June 20, 2025satyanusandhanaLeave a Comment on କେମିତି ଚାଲିଛି ଆମ ରାଜ୍ୟ ସ୍ୱାସ୍ଥ୍ୟ ସେବା??
ଆଦିବାସୀ ନା ବାଳିକାକୁ ଅସଦାଚରଣ:ଅଭିଯୁକ୍ତ ଥାନାରେ ଅଟକ Spread the loveSpread the loveବଢୁଛି ଅପରାଧ : ଏକା ଦିନକେ ଦୁଇ ଘଟଣା (୧)ଆଦିବାସୀ […] January 31, 2025January 31, 2025satyanusandhanaLeave a Comment on ଆଦିବାସୀ ନା ବାଳିକାକୁ ଅସଦାଚରଣ:ଅଭିଯୁକ୍ତ ଥାନାରେ ଅଟକ
୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ Spread the loveSpread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […] December 30, 2024February 11, 2025satyanusandhanaLeave a Comment on ୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ