ଦୁର୍ଘଟଣା

ରାସ୍ତାର ଆଲୋକୀକରଣ ଖୁଣ୍ଟିରୁ ବିଦ୍ୟୁତଆଘାତ! ସଂଖ୍ୟାଧିକ ଆହତ

Spread the love

କଟକ( ସ୍ୱ.ପ୍ର) ସରକାରକଂ ପ୍ରଦତ୍ତ ଅନୁଦାନରୁ ରାସ୍ତା ଆଲୋକୀକରଣ ନିମନ୍ତେ ବସାଯାଇଥିବା ଖୁଣ୍ଟି ଏବେ ମରଣଯନ୍ତା ପାଲଟିଛି । ଗତକିଛିଦିନ ହେଲା କଣ୍ଟାପଡାବ୍ଲକ ଝାରପଡା ପଂଚାୟତରେ ସକାଳେ ବତୀଲିଭାଇବାକୁ ଯାଇ ବିଦ୍ୟୁତଆଘାତ ଖାଉଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ଏହାକୁ ଅଣଦେଖା କରାଯାଉଥିଲା ମାତ୍ର ଆଜି ସ୍ଥାନୀୟ ସୁରବେହେରାକଂ ପୁଅ ନବ ବତୀଲିଭାଇବା ବେଳେ ଜୋରଦାର ଝଟକା ଖାଇ ରାସ୍ତାଉପରେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ଏପରି ଘଟଣା ଦେଖି ଭୟ ପାଇଯାଇଛନ୍ତି

Leave a Reply

Your email address will not be published. Required fields are marked *

ହାଇଟେକ୍ ଦୁର୍ଘଟଣା:ମୃତକ କିଏ,ଶବ ସତ୍କାର ହେଲା କାହାର??

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା (ନି.ପ୍ର)/ବ୍ୟୁରୋଚିଫ୍ ଦୁର୍ଘଟଣା ଓ ମୃତ୍ୟୁ ଅବଶ୍ୟମ୍ଭାବୀ,କାହାର […]

ତୀର୍ଥଯାତ୍ରା ପାଲଟିଲା ଶିକ୍ଷକଙ୍କ ମହାଯାତ୍ରା!

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)୨୯/୦୫ କଟକ ଜିଲ୍ଲା,ଗୋବିନ୍ଦପୁର ଥାନା ଅନ୍ତର୍ଗତ,ଚଉପଡା ଗ୍ରାମ […]

ସମ୍ପତ୍ତି ଉଇଲ୍ ନ କରିବାରୁ ମରଣାନ୍ତକ ଆକ୍ରମଣ:ରାସ୍ତାରେ ଶବ ରଖି ଆନ୍ଦୋଳନ।

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)କଟକ ଗ୍ରାମାଞ୍ଚଳ ଜିଲ୍ଲା,ଗୋବିନ୍ଦପୁର ଥାନା ଅନ୍ତର୍ଗତ ଉରାଡ […]