breaking News ଜିଲ୍ଲାଖବର

ସଂକ୍ରମିତକୁଂ କୋଭିଡ ହାସପାତାଳରେ ଭର୍ତ୍ତିପରେ ଗାଁ କୁ ସାନିଟାଇଜ କରାଯାଉଛି

Spread the love

କଟକ : ୨୫।୬ କଟକ ଜିଲ୍ଲା,କଣ୍ଟାପଡା ବ୍ଲକଅନ୍ତର୍ଗତ ସାଇଲୋ ଝାରପଡା ପଂଚାୟତରେ ପ୍ରବାସରୁ ଫେରି କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିବା ଜଣେ ଯୁବକ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟପରେ ତାଂକୁ କୋଭିଡ ହାସପାତାଳରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ପରିବାରରେ ରହୁଥିବା ସମସ୍ତକୁଂ ହୋମ କ୍ୱାରେଣ୍ଟାଇନରେ ରଖାଯାଇ ଘର ସମ୍ମୁଖରେ ଷ୍ଟିକର ଲଗାଯାଇଛି। ସାରା ପଂଚାୟତକୁ ଗତକାଲି ଅପରାହ୍ନ ୫ଟା ରୁ ୫୨ଘଣ୍ଟା ଅର୍ଥାତ୨୬ ତାରିଖ ରାତି ୯ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି।ସଂକ୍ରମିତ ଓ ପରିବାର ଆତଯାତ ହୋଇଥିବା ସମଗ୍ର ଗ୍ରାମକୁ ଆଜି ପଂଚାୟତ ପକ୍ଷରୁ ସାନିଟାଇଜ କରାଯାଉଛି।

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]