
ସରକାରକଂ ପକ୍ଷରୁ ଚାଷୀକୁଂ ମାଗଣା ମୁଗମଂଜି ବଣ୍ଟନ
ରାଜ୍ୟସରକାରକଂ ପକ୍ଷରୁ” ଆତ୍ମା”କଟକଜିଲ୍ଲା,କଣ୍ଟାପଡା ବ୍ଲକ ଜରିଆରେ ,ବଡପାଟସୁନ୍ଦରପୁର ପଂଚାୟତର ବାରସାଇଲୋ, ଖଣ୍ଡସାଇଲୋ ଗ୍ରାମର ଚାଷୀମାନକୁଂ ମାଗଣା ମୁଗମଂଜି କିଟ୍ ବଣ୍ଟନ କରାଯାଇଛି ।ବଣ୍ଟନ ଅବସରରେ ପଂଚାୟତର ସରପଂଚ ଦ୍ୱିଲୀପ କୁମାର ସ୍ୱାଇଁ , ଗ୍ରାମ କ୍ରୁଷି ସେବକ ସୁକାନ୍ତ କୁମାର ଜେନା,ଅଗ୍ରଣୀ ଚାଷୀ ସାଥୀ ଶରତ କୁମାର ବେହେରା ଓ ଅଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
