
‘ସାହାରା’ର ନୂତନ ଶାଖା କାର୍ଯ୍ୟାଳୟ ଉଦଘାଟିତ ।
କଣ୍ଟାପଡା/କଟକ ସଦର (ନି.ପ୍ର / ସ୍ୱ.ପ୍ର) ଅଡଶପୁର ଠାରେ ସାହାରା ପକ୍ଷରୁ ଏକ ନୂତନ ଶାଖା କାର୍ଯ୍ୟାଳୟ ଉଦଘାଟିତ ହୋଇଛି ।ଉତ୍ସବରେ ପୂର୍ବାଂଚଳ ଏରିଆ ମ୍ୟାନେଜର ସୀମାଦାସ ,ଜି.ଏନ. ଏମ୍ ବାବୁ ବସନ୍ତିଆ , ରାଜେନ୍ଦ୍ର ବେଦୀ, ଚିତ୍ତରଂଜନ ଗଡତିଆ ପ୍ରମୁଖ ଯୋଗ ଦେଇଥିଲେ। ଫ୍ରାଂଚାଇଜି ମ୍ୟାନେଜର କ୍ରୁଷ୍ଣଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ପୁରାତନ ଜମାକାରୀ ମାନେ ସେମାନକଂ ଜମା ଅର୍ଥ ସେହି ନୁତନ କାର୍ଯ୍ୟାଳୟ ରୁ ଏଣିକି ପାଇପାରିବେ ।
