breaking News ରାଜ୍ୟଖବର ସଂପାଦକୀୟ....

ସ୍ୱପ୍ନର ଜନ୍ମମାଟି ଭିଜିଲା ଶ୍ରଦ୍ଧାଂଜଳିଲୁହରେ..ସ୍ୱର୍ଗତଃ ରଂଜନଦାସକଂବିୟୋଗରେ

Spread the love
ରଂଜନଦାସ ସ୍ମରଣେ… Satyanusandhana news

ଓଡିଶାର ଜଣେ ଦକ୍ଷ ସୂଚନାଧିକାର କର୍ମୀ ସ୍ୱର୍ଗତଃ ରଂଜନଦାସକୁଂଆଜି ତାଂକ ଜନ୍ମ ମାଟି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ମାଣିକପୁର ଗାଁ ରେ ଗଭୀର ଶ୍ରଦ୍ଧାଂଜଳିଅର୍ପଣ କରାଯାଇଛି। ସଂଧ୍ୟାରେ ଆୟୋଜିତ ସଭାରେ ଯେଉଁ ବରେଣ୍ୟ ତ ଥା ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ ସେମାନକଂ ମଧ୍ୟରେ ଅଛନ୍ତି ବିଶିଷ୍ଟ ବାମପନ୍ଥୀ ନେତା ତଥା ପ୍ରବୀଣ ସାମ୍ବାଦିକ ରବିଦାସ, ଓଡିଶା ସୂଚନା ଅଭିଯାନର ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ , ଓଡିଶା ଜନଶକ୍ତି ପାର୍ଟି ଅଧ୍ୟକ୍ଷ ,ଆଡଭୋକେଟ୍ ପ୍ରଦୀପ କୁମାର ଦାସ, ଓଡିଆ ଭାଷା ଆନ୍ଦୋଳନର ପ୍ରବକ୍ତା ତଥା ପୁରୋଧା ସୁବାଷ ଚନ୍ଦ୍ର ପଟନାୟକ ପ୍ରମୁଖ

ଫନି ବାତ୍ୟାପିଡୀତକୁଂ ସହାୟତା ରେ ବେରୁଆଁ ପଂଚାୟତରେ ବ୍ୟାପକ ଦୁର୍ନିତିଅଭିଯୋଗ ରେ ମ୍ରୁତ ସୂଚନାଧିକାରି କର୍ମୀ ରଂଜନଦାସକଂ ଶେଷ ବ୍ଲକ ସ୍ତରୀୟ ଆନ୍ଦୋଳନ (satyanusandhana News)

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]