ହାଇସ୍କୁଲ ବିରୁଦ୍ଧରେ ଅନିୟମିତତାର ଅଭିଯୋଗ:ଖଣ୍ଡନ କଲେ ପ୍ରଧାନ ଶିକ୍ଷୟତ୍ରୀ
କଣ୍ଟାପଡା / କଟକ ସଦର ( ନି.ପ୍ର/ସ.ପ୍ର) ଗୁଣାଦୋଳ ସ୍ଥିତ କେ.ଏନ୍ ହାଇସ୍କୁଲରେ ପ୍ରଧାନଶିକ୍ଷୟତ୍ରୀ ବିଦ୍ୟାଳୟ ନିକଟରେ ରହୁ ନଥିବାରୁ ବିଳମ୍ବରେ ବିଦ୍ୟାଳୟକୁ ଆସୁଥିବା ଅଭିଯୋଗ ହୋଇଥିଲା । ଏହାର ସତ୍ୟତା ଜାଣିବାକୁ ସତ୍ୟାନୁସଂଧାନ ପ୍ରତିନିଧି ସଂପ୍ରୁକ୍ତ ବିଦ୍ୟାଳୟରେ ପହଂଚିଥିଲେ ଓ ପ୍ରଧାନ ଶିକ୍ଷୟତ୍ରୀକଂ ମତାମତ ସଂଗ୍ରହ କରିଥିଲେ ଅଭିଯୋଗର ଉତ୍ତରରେ ସେ କଣ କହିଥିଲେ ଆସନ୍ତୁ ତାଂକ ମୁହଁରୁ ଶୁଣିବା