
୨୦ଡିସିମିଲ ଜମିରେ ଜାଲ କଲେଜ:ନବୀନ ସରକାରର ପଞ୍ଚତାରକା ସଚିବଙ୍କ ୨୫ଲକ୍ଷ ଟଙ୍କା ଅନୁଦାନ ଘୋଷଣା କାହା ସ୍ୱାର୍ଥରେ!!!???

କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ରାଜ୍ୟ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜଣେ ଦ କ୍ଷ,ସଚ୍ଚୋଟ ବ୍ୟକ୍ତିତ୍ଵ ଭାବେ ସୁ-ଦୀର୍ଘ ୨୫ବର୍ଷ ଧ ରି ଓଡ଼ିଶାକୁ ଶାସନ କରିଆସୁଥିବାବେଳେ ଏବେ ଅସୁସ୍ଥତା ଯୋଗୁ ଅଧିକାଂଶ କାର୍ଯ୍ୟକ୍ରମରେ ସଶ ରୀରରେ ଯୋଗ ଦେଇ ନପାରି ତାଙ୍କ ପକ୍ଷରୁ ସ୍ଵତ ନ୍ତ୍ରଦୂତ ଭାବେ,ଓଡ଼ିଶାର,ବିଶେଷତଃ କେନ୍ଦ୍ରାପଡ଼ା ର ଜ୍ବାଇଁ,5T ସଚୀବ ଭି.କାର୍ଥିକେୟନ ପାଣ୍ଡିୟା ନଙ୍କୁ ପଠାଉଥିବା ଲିଖିତଭାବେ ଦର୍ଶାଯାଇଛି,ଏ ବେ ସେ ସ୍ଵେଚ୍ଛାକୃତ ଅବସର ନେବାପରେ ବିଭା ଗ ନଥାଇ ବି ଉକ୍ତ ବିଭାଗର ଅଧ୍ୟକ୍ଷ,ଯାହା କ୍ୟା ବିନେଟ ପାହ୍ୟାମନ୍ତ୍ରୀ ପଦବୀ କ୍ଷମତା ସହ ସମା ନ।ଯେଉଁ ତଥ୍ୟକୁ ଆଇନଗତ ଭାବେ କେହି ଚା ଲେଞ୍ଜ ବି କରି ପାରିବେନାହିଁ।ଉକ୍ତ କାରଣରୁ ରା ଜ୍ୟର ମୁଖ୍ୟ ବିରୋଧୀଦଳ ଭୂମିକାରେ ଥିବା ଅଥ ଚ,କଂଗ୍ରେସମୁକ୍ତ ଭାରତ ଲକ୍ଷ୍ୟରେ କେନ୍ଦ୍ରୀୟ ବି ଜେପି ନେତୃତ୍ଵ ସହ ଅଲିଖିତ ବୁଝାମଣା ହୋଇ ଥିବା ବିଜେପି ମୁହଁ ଚୁପ୍ କରି ବସିବାକୁ ଏକ ପ୍ରକା ର ବାଧ୍ୟ ହୋଇଛି।ହେଲେ ଗୋଟିଏ ଅତି ଗୁରୁତ୍ଵ ପୂର୍ଣ୍ଣ ବିଷୟ କି ଶ୍ରୀଯୁକ୍ତ ପାଣ୍ଡିଆନ ରାଜ୍ୟର ଯେଉଁ ଅଞ୍ଚଳକୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଦେବାକୁ କହି ଗସ୍ତ କରୁଛନ୍ତି/କରୁଥିଲେ ସେଠାରେ କୋଟି କୋଟି ଟ ଙ୍କାର ଅନୁଦାନ ମଞ୍ଜୁରକରିବାର ପ୍ରତିଶୃତି ଘୋଷ ଣା କରାଯାଉଛି।ଏହି ବିପୁଳ ପରିମାଣର ଅର୍ଥ ରା ଶି ରାଜ୍ୟର ନବୀନ ବାବୁଙ୍କ ସରକାରଙ୍କ ନିକଟ ରେ ଅଛି କି?ନବୀନଙ୍କ ବାର୍ତ୍ତା ସିନା ଦେଇହେବ ହେଲେ ଏ ବିପୁଳପରିମାଣ ସମ୍ବଳ ଆସିବ କୁଆ ଡୁ?ରାଜ୍ୟବାସୀ ଲକ୍ଷଲକ୍ଷ କୋଟି ଟଙ୍କାର ଋଣ ଓ ତତ୍ଜନିତ ସୁଧଭାରରେ ସଢ଼ୁଛନ୍ତି,ନିତ୍ୟ ବ୍ୟବହା ର୍ଯ୍ୟ ଖାଉଟି ସାମଗ୍ରୀର ଦରଦାମ ଆକାଶ ଛୁଆଁ ହେଲାଣି,ସାଧାରଣ ଲୋକେ ବ୍ୟାପକ ଅସନ୍ତୁଷ୍ଟ।ତୁଛାକୁ ରାଜ୍ୟ ନିଅଣ୍ଟିଆ ବଜେଟକୁ ସାମ୍ନାକରି ଚାଲିଛି!ଏଥିରେ ଅଣଯୋଜନା ଖର୍ଚ୍ଚ ସବୁ ବଢ଼ାଇ ବାକୁ ପ୍ରତିଶ୍ରୁତିମାନ ଦେଲେ,କିମ୍ବା ଆଗାମୀ ନିର୍ବା ଚନ ଲାଗି ଏସବୁକୁ ପ୍ରତିଶ୍ରୁତି କାର୍ଯ୍ୟକାରୀ କରା ଗଲେ,ତାହାର କୁ-ପରିଣାମ ଭୋଗିବ କିଏ?ଏହା ର ସଦ୍ୟ ଉଦାହରଣ ନିଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ କଲେଜକୁ କୋଟିକୋଟି ଟଙ୍କାର ଅର୍ଥରାଶି ଅନୁଦାନ ଘୋଷଣା!!!ଏହିସବୁ କଲେଜ ଗୁଡ଼ିକର ଭିତ୍ତିଭୂମି କହିଲେ ସର୍ବନିମ୍ନ ଆବଶ୍ୟକ ତା,କଲେଜର,(ସରକାରଙ୍କ ଉଚ୍ଚଶିକ୍ଷାବିଭାଗ ଦ୍ଵାରା ଧାର୍ଯ୍ୟ ଗାଇଡଲାଇନ ମୁତାବକ)ଜମି ହିଁ ନାହିଁ।ଗୋବିନ୍ଦପୁର କଲେଜର ଅନତିଦୂରରେ ବା ଲି ପଡ଼ା ଠାରେ ଏଇ ନିକଟଅତୀତ ୨୦୨୦ମସି ହାରେ ମାତ୍ର ୨୦ଡିସିମିଲ ଜମି ମ୍ୟୁଟେଶନ ଉପ ରେ ଉକ୍ତ ମହିଳାମହାବିଦ୍ୟାଳୟ ଅବସ୍ଥିତ।ସର କାରୀ GIA ଅର୍ଥାତ୍ ଗ୍ରାଣ୍ଟଇନ୍ ଏଡ ଧାର୍ଯ୍ୟ ସର୍ତ୍ତା ବଳୀ ପୂରଣ ତ ଦୂରର କଥା କଲେଜଟିଏ ସ୍ଥାପନ ହେବାର ଯେଉଁ ଅନ୍ୟୁନ ଜମି ଦରକାର ତାହା ବି ନାହିଁ।ତେବେ ୨୫ଲକ୍ଷ ଟଙ୍କା ରାଜକୋଷରୁ କାହା ସ୍ୱାର୍ଥରେ ଯିବ?କିପରି ବି ଦିଆଯିବ?ଯଦି ଏହାକୁ ଆଇନ ଅଦାଲତରେ ଚାଲେଞ୍ଜ କରାଯାଏ ତେବେ ଅଧିକାରୀମାନେ ହରଡଘଣାରେ ପଡ଼ିବେ କି ନାହିଁ ?ଏହି ସୁବିଧା ଓଡ଼ିଶାରେ ନିୟମକାନୁନ୍ ଭାଙ୍ଗି ଗଢିଉଠିଥିବା ଶତାଧିକକଲେଜ ଦାବିକରିବସିବେ କି ନାହିଁ?ପାଣ୍ଡିଆନ ପୂର୍ବରୁ ଜିଲ୍ଲାପାଳ ଓ ପ୍ରଶାସ ନିକ ଅଧିକାରୀ ଭାବରେ ରହିସାରିଛନ୍ତି।ତେଣୁ ପ୍ରଶାସନିକ ଅଧି କାରୀ ମାନଙ୍କୁ ଏପରି ବେଆଇ ନ୍ କାର୍ଯ୍ୟ କରିବାକୁ ବାଧ୍ୟକରି କୋର୍ଟକଚେରୀରେ ସମସ୍ୟାରେ ପକାଇବା କେତେଦୂର ଯୁକ୍ତି ସମ୍ମତ ତାହା ହିଁ ବିଚା ର୍ଯ୍ୟ,ଅବଶ୍ୟ କ୍ଷମତା ନିଶାରେ ଅନ୍ଧ ହୋଇ ଗଲେ ଜଣେ ନିୟମକାନୁନ୍ ଭୁଲିଯିବା କିଛି ବିଚିତ୍ରନୁହେଁ,ପୂର୍ବରୁ ଏହାର ବହୁ ନଜିର ଇତି ହାସରେ ରହିଛି।ସହ-ଶିକ୍ଷାକୁ ସରକାରଙ୍କନିୟମ ଅନୁମୋଦନ କରିସାରିଥିବା ବେଳେ ଗୋବିନ୍ଦପୁ ର କଲେଜ ପାଖକୁଲାଗି,ଆଉ ଗୋଟିଏ କଲେଜ ପୁଣି ଗୋଟିଏ ପଞ୍ଚାୟତରେ ଦୁଇଦୁଇଟି କଲେଜ !!ଏହାର ଆବଶ୍ୟକତା ବି ପୁଣି କଣ ଏମିତି ପଡି ଲା?ତାହା ଏବେ ରହସ୍ୟମୟ ହୋଇଛି।ବିହାର ପ୍ରଦେଶରେ ଶିକ୍ଷାରମାନ ଜଣେଛାତ୍ରୀ ପୋଲିଟି କାଲ ସାଇନ୍ସକୁ ପୋଡ଼ିସାଇନସ କହି ଦେଶବ୍ୟା ପୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲେ।ଏବେ ଓ ଡ଼ିଶାରେ ଏପରି ଶିକ୍ଷାନୁଷ୍ଠାନଗୁଡିକ ଶିକ୍ଷାବେପା ରୀ ମାନଙ୍କ କବଜାରେପଡି ସମାନଦଶା ଭୋଗି ବାକୁ ଯାଉଛି ବିଶୁଦ୍ଧକପି,ଚାକିରି କରେଇଦେବା କୁ କହି ବହୁଆଶାୟୀଙ୍କୁ ଠକେଇ ଓ ଶୋଷଣ କେ ବଳ ଏହି ମହିଳାକଲେଜରେ ନୁହେଁ ଅଧିକାଂଶ ବେସରକାରୀ କଲେଜର ପ୍ରଧାନ କର୍ତ୍ତବ୍ୟ ହୋଇ ଛି।ସମସ୍ତ ନିୟମକାନୁନକୁ ଜଳାଞ୍ଜଳି ଦେଇ ଏହି ମହିଳାକଲେଜରେ କିପରି କପିଚାଷ ହୁଏ ଓ ଏଥି ପାଇଁ ବିଭାଗୀୟ ଅଧିକାରୀ,ଯାଞ୍ଚସ୍କ୍ୱାର୍ଡ ଅଧିକାରୀ ପ୍ରତି ପରୀକ୍ଷାବେଳେ କିପରି ହାତଚିକ୍କଣ କରନ୍ତି, ମିଡିଆ ନାଁରେ କେମିତି ବୃତ୍ତିରେଥିବା ସ୍ଥାନୀୟ କେତେକ ଦୁର୍ବୃତ୍ତ ଅଣ-ସାମ୍ବାଦିକ ମାତ୍ର କେଇଟା ଟଙ୍କାର ହାତସଫେଇ ଲାଗି ଏସବୁ ଖବର ଛପେ ଇବାବଦଳରେ ଚାପନ୍ତି ତାହା କାହାରିକୁ ଅଛପା ନୁହେଁ ତେଣୁ ବିହାରର ଶିକ୍ଷାବ୍ୟବସ୍ଥା ପରି ସମ ସ୍ତେ ଏପରି ସାମଗ୍ରିକ,ସାମାଜିକ ସମ୍ମିଳିତ,ସଂଘ ବଦ୍ଧ ଉଦ୍ୟମ କରି ଜ୍ଞାନରୂପକ ଆଲୋକକୁ ନିର୍ବା ପିତ/ବୁଡ଼େଇ ଦେବାକୁ ବସିଛନ୍ତି।ତେଣୁ ଏସବୁ ଶିକ୍ଷାନୁଷ୍ଠାନଗୁଡିକୁ ବିପୁଳ ଅନୁଦାନରାଶି ଯୋଗା ଇବା ଆଗରୁ ତୁରନ୍ତ ପୁନରବିଚାର ନକଲେ ଶି କ୍ଷାବିଭାଗର ଅଧିକାରୀ ନ୍ୟାୟାଳୟକୁ ଟଣାହେବା ଦୁର୍ଘଟଣା ବା ଆକସ୍ମିକ କାର୍ଯ୍ୟାନୁଷ୍ଠାନ ବୋଲି ଧ ରାଯାଇ ପାରିବନାହିଁ।


