breaking News ଦୁର୍ଘଟଣା

୩ଟି ବାଇକ୍ ଦୁଇଟି ଦୁର୍ଘଟଣା ୧ମ୍ରୁତ ୨ଗୁରୁତର

Spread the love

କଟକସଦର /ନିଆଳି ନି.ପ୍ର ଆଜି ୩ଟି ବାଇକ୍ ଓ ଦୁଇଟି ପ୍ରୁଥକ ପ୍ରୁଥକ ଦୁର୍ଘଟଣାରେ ଜଣକଂର ଜୀବନ ହାନି ଘଟିବା ସହିତ ଦୁଇଜଣକୁଂ ଗୁରୁତର ଅବସ୍ଥାରେ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି , ପ୍ରଥମ ଘଟଣା ଟି ଫୁଲନଖରା – ନିଆଳି ୬୦ ନମ୍ବର ରାଜପଥର ଫୁଲନଖରା ନିକଟରେ ଆଜି ଅପରାହ୍ନରେ ଘଟିଥିଲା । ଗୋଟିଏ ବାଇକରେ ବସି ଅଡଶପୁର ଆଡୁ ୩ଜଣ ଯାଉଥିଲେ ଚାଳକ ନିଶାସକ୍ତ ଅବସ୍ଥାରେ ପ୍ରଥମରେ ଜଣେ ପଥଚାରୀକୁଂ ଧକ୍କାଦେଇ ବାଡାରେ ମାଡହୋଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଂକୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ଦ୍ୱିତୀୟ ଘଟଣା ଟି ଉକ୍ତରାଜପଥର କାଳି ଆଘାଇ ଛକ ନିକଟରେ ରାତି ପ୍ରାୟ ସାଢେ ଆଠ ଟା ବେଳେ ଘଟିଛି । ଦୁଇଟି ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଥିଲେ । ଗୋଟିଏ ବାଇକ ର ଜଣକୁଂ ଗୁରୁତର ଅବସ୍ଥାରେ ମେଡିକାଲ ନି ଆଯିବା ବେଳେ ମ୍ରୁତ୍ୟୁ ହୋଇଯାଇଛି । ମ୍ରୁତକ ଜଣକଂ ଅପୂଜା ଠାରେ ଚାଲିଥିବା ଏକ ବିବାହଉତ୍ସବର କନ୍ୟାକଂ ସଂପର୍କୀୟ ଭାଇବୋଲି ସୂଚନା ମିଳିଛି

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

ନିଆଳି ବିଧାନସଭା ଆସନ: ବିଜେପିର ଖସୁଛି ପାରା!!!ବଢୁଛି ଆଶଙ୍କା?(ଭାଗ-୨)

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ବଢୁଛି ପାରଦ!ଅସ୍ତବ୍ୟସ୍ତ ଜନଜୀବନ। ଏଥି ସହିତ ଆଶ୍ଚର୍ଯ୍ୟଜନକ […]